ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Advertisment

ମିତ୍ରପୁର ଖତବୁଡା ବାଡିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।ଯୁବକ ଜଣକ ମଲ୍ୟାଣୀ ଗ୍ରାମର ସୁଶୀଲ କୁମାର ମଲ୍ଲିକ ବୋଲି ଜଣାପଡିଛି।

ମିତ୍ରପୁର ଖତବୁଡା ବାଡିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।ଯୁବକ ଜଣକ ମଲ୍ୟାଣୀ ଗ୍ରାମର ସୁଶୀଲ କୁମାର ମଲ୍ଲିକ ବୋଲି ଜଣାପଡିଛି।

ok

ନୀଳଗିରି:ମିତ୍ରପୁର ଖତବୁଡା ବାଡିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।ଯୁବକ ଜଣକ ମଲ୍ୟାଣୀ ଗ୍ରାମର ସୁଶୀଲ କୁମାର ମଲ୍ଲିକ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ।

ସୁଶୀଲ ଆଜି ଭୋର ସମୟରେ ଘରୁ ଚାଲିଆସିଥିଲେ। କିଛି ମହିଳା ନିକଟ ଖତବୁଡା ବାଡିକୁ ଶୌଚ ପାଇଁ ଆସିଥିବା ସମୟରେ  ଏକ ଆକାଶିଆ ଗଛରେ ସୁଶୀଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାରକୁ ଅବଗତ କରିଥିଲେ। ନୀଳଗିରି ପୁଲିସ ଶବକୁ ଉଦ୍ଧାର କରିବା ସହ ନୀଳଗିରି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୁଚନା ଅନୁଯାୟୀ ସୁଶୀଲ ଆଜି ଭୋର ସମୟରେ ଘରୁ ଚାଲିଆସିଥିଲେ। କିଛି ମହିଳା ନିକଟ ଖତବୁଡା ବାଡିକୁ ଶୌଚ ପାଇଁ ଆସିଥିବା ସମୟରେ  ଏକ ଆକାଶିଆ ଗଛରେ ସୁଶୀଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାରକୁ ଅବଗତ କରିଥିଲେ। ନୀଳଗିରି ପୁଲିସ ଶବକୁ ଉଦ୍ଧାର କରିବା ସହ ନୀଳଗିରି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe