ଅଜଣା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment

ବରଗଡ଼ ଜିଲ୍ଲା ଭେଡେନ ଥାନା ଅର୍ଜୁଣ୍ଡା ପଂଚାୟତ କଦଲିପାଲି ଗ୍ରାମର ଏକ ଚାଷ ଜମିରେ ଜଣେ ଅଚିହ୍ନା ଯୁବତୀଙ୍କର ଝୁଲନ୍ତା ମୃତଦେହ ପଡିରହିଛି।

Updated On

ବରଗଡ଼ ଜିଲ୍ଲା ଭେଡେନ ଥାନା ଅର୍ଜୁଣ୍ଡା ପଂଚାୟତ କଦଲିପାଲି ଗ୍ରାମର ଏକ ଚାଷ ଜମିରେ ଜଣେ ଅଚିହ୍ନା ଯୁବତୀଙ୍କର ଝୁଲନ୍ତା ମୃତଦେହ ପଡିରହିଛି।

ଅଦ୍ୟତନ ହୋଇଛି
sbheden

ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ଅର୍ଜୁଣ୍ଡା ପଂଚାୟତ କଦଲିପାଲି ଗ୍ରାମର ଏକ ଚାଷ ଜମିରେ ଜଣେ ଅଚିହ୍ନା ଯୁବତୀଙ୍କର ଝୁଲନ୍ତା ମୃତଦେହ ପଡିରହିଛି। ତାଙ୍କର ଏକ ସ୍କୁଟି ଗାଁ ଭିତରେ ପଡିରହିଛି।  ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡ଼ିନାହିଁ।

ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମଜନିତ ଘଟଣା ହୋଇଥାଇ ପାରେ ବୋଲି ପୁଲିସ ପ୍ରକାଶ କରିଛି। ଯୁବତୀଙ୍କ ପରିଚୟ ଜଣା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe