ଆରପାରିରେ ନୀଳଗିରି ରାଜବଂଶର ସଦସ୍ୟ ହର ପ୍ରସାଦ ମର୍ଦ୍ଦରାଜ

Advertisment

ନୀଳଗିରି ରାଜବଂଶର ସଦସ୍ୟ ହର ପ୍ରସାଦ ମର୍ଦ୍ଦରାଜ (ସାହେବ)ଙ୍କ ଦେହାନ୍ତ ହୋଇଛି। ସାହେବ କିଛି ଦିନ ହେବ ହୃତପିଣ୍ଡଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି।

3d0

ନୀଳଗିରି: ନୀଳଗିରି ରାଜବଂଶର ସଦସ୍ୟ ହରପ୍ରସାଦ ମର୍ଦ୍ଦରାଜ (ସାହେବ)ଙ୍କ ଦେହାନ୍ତ ହୋଇଛି। ସାହେବ କିଛି ଦିନ ହେବ ହୃତପିଣ୍ଡଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି।

ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗରେ ନୀଳଗିରିରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe