ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ କୋରାପୁଟ

Advertisment

ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ କୋରାପୁଟ। କେଉଁଠି ମାଟି ଅତଡ଼ା ଧସି ରାସ୍ତା ଅବରୋଧ ତ କେଉଁଟି ବାଦଲଫଟା ବର୍ଷା ତ ଆଉ କେଉଁଠି ଜନଜୀବନ ଅସ୍ତବ୍ୟସ୍ତ। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ୮୮୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Heavy rain

Heavy rain Photograph: (sambad.in)

କୋରାପୁଟ: ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ କୋରାପୁଟ। କେଉଁଠି ମାଟି ଅତଡ଼ା ଧସି ରାସ୍ତା ଅବରୋଧ ତ କେଉଁଟି ବାଦଲଫଟା ବର୍ଷା ତ ଆଉ କେଉଁଠି ଜନଜୀବନ ଅସ୍ତବ୍ୟସ୍ତ। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ୮୮୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଜିଲ୍ଲାର କୋଟପାଡ଼ରେ ସର୍ବାଧିକ ୧୫୦ ମିଲିମିଟର ବର୍ଷା ହୋଇଥିବା ବେଳେ ବୈପାରିଗୁଡ଼ା ବ୍ଲକରେ ୧୪୩ ମିଲିମିଟର ବର୍ଷା ହୋଇଛି। ସେହିପରି ବୋରିଗୁମ୍ମାରେ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଆଜି ବି କୋରାପୁଟ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe