ତେଲକୋଇରେ ପ୍ରବଳ ଲଗାଣ ବର୍ଷା, ଫୁଲିବାରେ ଲାଗିଛି ନଦୀନାଳ

Advertisment

ଆଜି ସକାଳୁ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ପ୍ରବଳ ଲଗାଣ ବର୍ଷା ଲାଗିରହିଛି। ଭୋର ୩ଟାରୁ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀନାଳ ଫୁଲିବାକୁ ଲାଗିଛି। ପିଟାନାଳୀ ନାଳ ପୋଲ ଉପରେ ୩ ଫୁଟରୁ ଉର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଛି।

ଆଜି ସକାଳୁ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ପ୍ରବଳ ଲଗାଣ ବର୍ଷା ଲାଗିରହିଛି। ଭୋର ୩ଟାରୁ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀନାଳ ଫୁଲିବାକୁ ଲାଗିଛି। ପିଟାନାଳୀ ନାଳ ପୋଲ ଉପରେ ୩ ଫୁଟରୁ ଉର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଛି।

telkoit

ତେଲକୋଇ: ଆଜି ସକାଳୁ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ପ୍ରବଳ ଲଗାଣ ବର୍ଷା ଲାଗିରହିଛି। ଭୋର ୩ଟାରୁ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀନାଳ ଫୁଲିବାକୁ ଲାଗିଛି। ଏଭଳି ସ୍ଥିତିରେ ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ଅନ୍ତର୍ଗତ ପିଟାନାଳୀ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପାଠପଢ଼ା ବନ୍ଦ ହୋଇଯାଇଛି। ପିଟାନାଳୀ ନାଳ ପୋଲ ଉପରେ ୩ ଫୁଟରୁ ଉର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସ୍କୁଲ କର୍ତୃପକ୍ଷ ବିଦ୍ୟାଳୟ ଛୁଟି ଘୋଷଣା କରି ଦେଇଛନ୍ତି। ଫଳରେ ନାଳରେ ଅଳ୍ପ ପାଣି ପ୍ରବାହିତ ହେଉଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଘରକୁ ଫେରିଯାଇଛନ୍ତି।

କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ପ୍ରବଳ ଲଗାଣ ବର୍ଷା ଲାଗିରହିଛି। ଭୋର ୩ଟାରୁ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀନାଳ ଫୁଲିବାକୁ ଲାଗିଛି। ଏଭଳି ସ୍ଥିତିରେ ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ଅନ୍ତର୍ଗତ ପିଟାନାଳୀ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପାଠପଢ଼ା ବନ୍ଦ ହୋଇଯାଇଛି। ପିଟାନାଳୀ ନାଳ ପୋଲ ଉପରେ ୩ ଫୁଟରୁ ଉର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସ୍କୁଲ କର୍ତୃପକ୍ଷ ବିଦ୍ୟାଳୟ ଛୁଟି ଘୋଷଣା କରି ଦେଇଛନ୍ତି। ଫଳରେ ନାଳରେ ଅଳ୍ପ ପାଣି ପ୍ରବାହିତ ହେଉଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଘରକୁ ଫେରିଯାଇଛନ୍ତି। ଉକ୍ତ ନାଳ ଉପରେ ଏକ ଅଳ୍ପ ଉଚ୍ଚର ହୋମ ପାଇପ ପୋଲ ଥିବାରୁ ବନ୍ୟାଜଳ ନିଷ୍କାସନ ହୋଇପାରୁନାହିଁ। ପ୍ରତିବର୍ଷ ବର୍ଷା ଋତୁରେ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ ଭାବେ ଏହି ପୋଲ ଉପରେ ଯିବା ଆସିବା କରୁଛନ୍ତି।

ଉକ୍ତ ନାଳ ଉପରେ ଏକ ଅଳ୍ପ ଉଚ୍ଚର ହୋମ ପାଇପ ପୋଲ ଥିବାରୁ ବନ୍ୟାଜଳ ନିଷ୍କାସନ ହୋଇପାରୁନାହିଁ। ପ୍ରତିବର୍ଷ ବର୍ଷା ଋତୁରେ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ ଭାବେ ଏହି ପୋଲ ଉପରେ ଯିବା ଆସିବା କରୁଛନ୍ତି। ଏସମ୍ପର୍କରେ ବ୍ଲକ ଓ ଜିଲ୍ଲା ପ୍ରଶାସନ ସମସ୍ତେ ଭଲ ଭାବରେ ଜାଣନ୍ତି। ସ୍ଥାନୀୟ ଜନସାଧାରଣ,ଅଭିଭାବକ ତଥା ସ୍କୁଲ କର୍ତୃପକ୍ଷ ମଧ୍ୟ ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଛନ୍ତି, ହେଲେ ଆଜିଯାଏଁ ଏହାର ସ୍ଥାୟୀ ସମାଧାନ କରାଯାଇ ପାରୁନାହି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe