Husband Murder: ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

Advertisment

ସୁନ୍ଦରଗଡ଼ ଜିଲା ହେମଗିର ଥାନା ଖୁଣ୍ଟିଝରି ଗାଁରେ ଅଘଟଣ ଘଟିଯାଇଛି। ମଦ୍ୟପ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଛି | ମୃତ ମହିଳାଙ୍କ ନାମ ପୁଷ୍ପା ଧରୱାର (୩୦) ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

01Dead

Representational image

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲା ହେମଗିର ଥାନା ଖୁଣ୍ଟିଝରି ଗାଁରେ ଅଘଟଣ ଘଟିଯାଇଛି। ମଦ୍ୟପ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଛି | ମୃତ ମହିଳାଙ୍କ ନାମ ପୁଷ୍ପା ଧରୱାର (୩୦) ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସ୍ୱାମୀ ମାକୁନ୍ଦ ଧନୱାରକୁ ଅଟକ ରଖିଛି ପୋଲିସ । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe