ତ୍ୱରିତ ପଦକ୍ଷେପ ସହିତ ଦୋଷୀକୁ ଦଣ୍ଡ ଦେବାରେ ସଫଳତା, ପୁରସ୍କୃତ ହେଲେ ବ୍ରଜରାଜନଗର ଥାନା ଅଧିକାରୀ

Advertisment

ତ୍ୱରିତ ପଦକ୍ଷେପ ସହିତ କମ୍ ସମୟରେ ଚାର୍ଜସିଟ୍ ଦାଖଲ,  ଠିକ୍ ସମୟରେ ସାକ୍ଷୀ ଉପସ୍ଥାପନ, ଫୋରେନସିକ୍ ଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ହୋଇଥିବା ଅନୁସନ୍ଧାନର ପ୍ରମାଣ ଦେଇ ଦୋଷୀକୁ ସଜା ହୋଇଥିବାରୁ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା  ଆଇ ଆଇ ସି ଧବଳେଶ୍ବର ସାହୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

Untitled

ବ୍ରଜରାଜନଗର: ତ୍ୱରିତ ପଦକ୍ଷେପ ସହିତ କମ୍ ସମୟରେ ଚାର୍ଜସିଟ୍ ଦାଖଲ,  ଠିକ୍ ସମୟରେ ସାକ୍ଷୀ ଉପସ୍ଥାପନ, ଫୋରେନସିକ୍ ଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ହୋଇଥିବା ଅନୁସନ୍ଧାନର ପ୍ରମାଣ ଦେଇ ଦୋଷୀକୁ ସଜା ହୋଇଥିବାରୁ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା  ଆଇ ଆଇ ସି ଧବଳେଶ୍ବର ସାହୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।  ଏଥିପାଇଁ  ତାଙ୍କୁ   ମିଳିଛି  ପ୍ରଶଂସା ପତ୍ର ଓ ୫ହଜାର ଟଙ୍କାର ଅର୍ଥ ପୁରସ୍କାର।ଏହି ପୁରସ୍କାର ରାଜ୍ୟ ପୁଲିସ ଡି ଜି  ଯୋଗେଶ  ବାହାଦୂର ଖୁରାନିଆଙ୍କ ହାତରୁ ଭୁବନେଶ୍ୱର ପୁଲିସ ଭବନରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସାବରେ ସେ ଗ୍ରହଣ କରିଥିଲେ।

ବ୍ରଜରାଜନଗର ଥାନାରେ ଘଟଣାର ୧୬ ଦିନରେ ଚାର୍ଜସିଟ୍ ଦାଖଲ ଓ ୩୭ ଦିନରେ  କେସର  ବିଚାର କରାଯାଇ ଦୋଷୀକୁ ୨୫ ବର୍ଷ କାରାଦଣ୍ଡ ଓ ୧୨ ହଜାର ଟଙ୍କା ଜରିମାନା  କରାଯାଇଛି। ଏହା ଏକ ପୋକ୍ସ‌ୋ  ମାମଲା ହୋଇଥିବାରୁ ଘଟଣାରେ  ସରକାର ନାବାଳକ ପୀଡ଼ିତକୁ ୮ଲକ୍ଷ ଟଙ୍କା  ସହାୟତା  ଦେଇଛନ୍ତି। ବ୍ରଜରାଜନଗର ଥାନାରେ ଚଳିତ ବର୍ଷ  ମାର୍ଚ୍ଚ ୨୩ ତାରିଖରେ   ୧୩୭(୧)(୬),୧୧୫(୨)/୩୫୧(୨) ଭାରତୀୟ ନ୍ୟାୟ ସହିତା/ ୬ ପୋକ୍ସୋ ଆଇନରେ  ମାମଲା ମାମଲା ରୁଜୁ ହୋଇଥିଲା। ଏହି କେସରେ ତତକାଳୀନ  ଏସ୍ ପି  ପରମାର ସ୍ମିଥ  ଓ  ସରକାରୀ ଓକିଲ ପି ଆର ସିଂଦେଓଙ୍କୁ ମଧ୍ୟ ଅନୁରୂପ ଭାବରେ ପୁରସ୍କୃତ କରାଯାଇଛି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe