ଭାରତ-ପାକିସ୍ତାନ ଖେଳ ଦେଖୁଥିବା ବେଳେ ପୁଲିସକୁ ଘେରିଲେ ଲୋକେ: ସର୍ବସମ୍ମୁଖରେ ମାଡ଼ ମାରି ଯୁବକଙ୍କୁ ଟେକିନେଲା ପୁଲିସ

ସୋର କୋର୍ଟ ଛକ ନିକଟରେ କିଛି ଲୋକ ଏକତ୍ରିତ ହୋଇ ଭାରତ- ପାକିସ୍ତାନ ମ୍ୟାଚ ଦେଖୁଥିବା ବେଳେ ଥାନାଧିକାରୀ ଜଣେ ଯୁବକଙ୍କୁ ରାସ୍ତା ଉପରେ ମାଡ଼ ମାରି ଘୋଷଡି ଘୋଷଡି ଥାନା ଗାଡ଼ିରେ ଭର୍ତି କରି ଥାନାରେ ଅଟକ ରଖିଥିଲେ।

Untitled

ସୋର: ଗତକାଲି ସନ୍ଧ୍ୟାରେ ସୋର କୋର୍ଟ ଛକ ନିକଟରେ କିଛି ଲୋକ ଏକତ୍ରିତ ହୋଇ ଭାରତ- ପାକିସ୍ତାନ ମ୍ୟାଚ ଦେଖୁଥିଲେ। ଏହି ସମୟରେ ସୋର ପୁଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଇବା ବଦଳରେ ଉଚ୍ଚ ସ୍ୱରରେ ଦୁର୍ବ୍ୟବହାର କରିଥିଲେ। ଫଳରେ ସାଧାରଣ ଲୋକେ ପୁଲିସର ଦୁର୍ବ୍ୟବହାର ପାଇଁ ପୁଲିସକୁ ଘେରିବା ସହିତ ବଚସା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଥାନାଧିକାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିଛି।

ସୋର ପୁଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଇବା ବଦଳରେ ଉଚ୍ଚ ସ୍ୱରରେ ଦୁର୍ବ୍ୟବହାର କରିଥିଲେ। ଫଳରେ ସାଧାରଣ ଲୋକେ ପୁଲିସର ଦୁର୍ବ୍ୟବହାର ପାଇଁ ପୁଲିସକୁ ଘେରିବା ସହିତ ବଚସା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଥାନାଧିକାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ରାସ୍ତା ଉପରେ ମାଡ଼ ମାରି ଘୋଷଡି ଘୋଷଡି ଥାନା ଗାଡ଼ିରେ ଭର୍ତି କରି ଥାନାରେ ଅଟକ ରଖିଥିଲେ। ପୁଲିସର ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଜଣେ ଯୁବକଙ୍କୁ ରାସ୍ତା ଉପରେ ମାଡ଼ ମାରି ଘୋଷଡି ଘୋଷଡି ଥାନା ଗାଡ଼ିରେ ଭର୍ତି କରି ଥାନାରେ ଅଟକ ରଖିଥିଲେ। ପୁଲିସର ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe