ବରୀରୁ ବିପୁଳ ପରିମାଣର ଚୋରା ମଦ ଜବତ

Advertisment

ବରୀ ନାଥପୁର ମେଲଣ ଚାଲିଥିବା ବେଳେ ସେହି ଅଞ୍ଚଳର ଚୋରା ମଦ ବ୍ୟବସାୟୀମାନେ ବିପୁଳ ପରିମାଣର ମଦ ମହଜୁଦ ରଖିଥିଲେ। ପୁଲିସ ଚଢ଼ାଉ କରି ଦୁଇ ଜଣ ଚୋରା ମଦ ବ୍ୟବସାୟୀଙ୍କ ନିକଟରୁ ୬୪ ଲିଟର ମଦ ଜବତ କରିଛି।

bh

ଯାଜପୁର: ଯାଜପୁର ଜିଲ୍ଲା ବରୀ ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଛି। ମେଲଣ ଚାଲିଥିବା ବେଳେ ପାଖ ଅଞ୍ଚଳରେ ଚୋରା ମଦ ବ୍ୟବସାୟ ବେଶ ଜମିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରି ବିପୁଳ ପରିମାଣ ମଦ ଜବତ କରିଛି। 

ବରୀ ନାଥପୁର ମେଲଣ ଚାଲିଥିବା ବେଳେ ସେହି ଅଞ୍ଚଳର ଚୋରା ମଦ ବ୍ୟବସାୟୀମାନେ ବିପୁଳ ପରିମାଣର ମଦ ମହଜୁଦ ରଖିଥିଲେ। ପୁଲିସ ଚଢ଼ାଉ କରି ଦୁଇ ଜଣ ଚୋରା ମଦ ବ୍ୟବସାୟୀଙ୍କ ନିକଟରୁ ୬୪ ଲିଟର ମଦ ଜବତ କରିଛି। ଏହାସହ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ବ୍ୟବସାୟୀ ଦୁଇଜଣ ଧାରପୁର ଅଞ୍ଚଳର ବୋଲି ଜଣାଯାଇଛି। ବରୀ ଅଞ୍ଚଳରେ ଚୋରା ମଦ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି। 

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe