ବାଲିପାଟଣାରେ ବେଆଇନ ବାଲି ବୋଝେଇ ହାଇୱା ଜବତ

Advertisment

ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପୁଲିସ ଗତକାଲି ରାତିରେ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରିଛି | ତେବେ ପୁଲିସ ବେଆଇନ ବାଲି ଚାଲଣକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା |

ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପୁଲିସ ଗତକାଲି ରାତିରେ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରିଛି | ତେବେ ପୁଲିସ ବେଆଇନ ବାଲି ଚାଲଣକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା |

sm

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପୁଲିସ ଗତକାଲି ରାତିରେ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରିଛି | ସାରଦେଇପୁର ନିମାପଡ଼ା ରାସ୍ତାରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ଓଡି ୦୫ ବି ଏକ୍ସ ୫୦୧୮ ନଂ ବିଶିଷ୍ଠ ହାଇୱାକୁ ପୁଲିସ ଅଟକାଇ ଥିଲା | ବାଲି ବୋଝେଇ ହୋଇଥିବା ଦେଖି ଆବଶ୍ୟକୀୟ କାଗଜ ପତ୍ର ଏବଂ ଚାଲଣ ଦେଖାଇବା ପାଇଁ ପୁଲିସ କହିଥିଲା | ହେଲେ ଡ୍ରାଇଭର ପ୍ରମାଣ ଦେଖାଇ ପାରି ନ ପାରିବାରୁ ବାଲି ଗାଡିକୁ ଥାନା ହେପାଜତ କୁ ନେଇ ଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି |

ବାଲିପାଟଣା ଥାନା ପୁଲିସ ଗତକାଲି ରାତିରେ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରିଛି | ସାରଦେଇପୁର ନିମାପଡ଼ା ରାସ୍ତାରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ଓଡି ୦୫ ବି ଏକ୍ସ ୫୦୧୮ ନଂ ବିଶିଷ୍ଠ ହାଇୱାକୁ ପୁଲିସ ଅଟକାଇ ଥିଲା | ବାଲି ବୋଝେଇ ହୋଇଥିବା ଦେଖି ଆବଶ୍ୟକୀୟ କାଗଜ ପତ୍ର ଏବଂ ଚାଲଣ ଦେଖାଇବା ପାଇଁ ପୁଲିସ କହିଥିଲା | ହେଲେ ଡ୍ରାଇଭର ପ୍ରମାଣ ଦେଖାଇ ପାରି ନ ପାରିବାରୁ ବାଲି ଗାଡିକୁ ଥାନା ହେପାଜତ କୁ ନେଇ ଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି |

ତେବେ ପୁଲିସ ବେଆଇନ ବାଲି ଚାଲଣକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା |

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe