ସୋର ତହସିଲ ପକ୍ଷରୁ ଚଢ଼ାଉ, ୫ ବାଲିଗାଡି ଜବତ

Advertisment

ପୁଣି ଆକ୍ସନ ମୋଡ଼ରେ ସୋର ତହସିଲଦାର ଦୈତାରି ମଳିକ। କିଛିଦିନ ପୂର୍ବରୁ ୧୯ ଟି ବେଆଇନ ବାଲିଗାଡି ଜବତ କରି ଚର୍ଚ୍ଚାରେ ଥିବା ବେଳେ ଆଜି ସକାଳେ ୫ ଟି ବେଆଇନ ବାଲିବୋଝେଇ ଗାଡ଼ି ଜବତ କରିଛନ୍ତି।

ୁୂ

ସୋର :ପୁଣି ଆକ୍ସନ ମୋଡ଼ରେ ସୋର ତହସିଲଦାର ଦୈତାରି ମଳିକ। କିଛିଦିନ ପୂର୍ବରୁ ୧୯ ଟି ବେଆଇନ ବାଲିଗାଡି ଜବତ କରି ଚର୍ଚ୍ଚାରେ ଥିବା ବେଳେ ଆଜି ସକାଳେ ୫ ଟି ବେଆଇନ ବାଲିବୋଝେଇ ଗାଡ଼ି ଜବତ କରିଛନ୍ତି। ଯାହାକୁ ନେଇ ବାଲିମାଫିଆଙ୍କ  ମନରେ ଭୟର ବାତାବରଣ ଦେଖାଦେଇଛି।

ଆଜି ଭୋର ସମୟରେ ସୋର ତହସିଲଦାର ଦୈତାରି ମଳିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବାଲି ଗାଡ଼ିଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ୫ଟି ବାଲି ଗାଡ଼ି ବେଆଇନ ଭାବେ ବାଲି ଚାଲାଣ କରୁଥିବାରୁ ଗାଡ଼ିଗୁଡିକୁ ଜବତ କରାଯାଇଥିଲା।   ଗୋଟିଏ ବାଲିବୋଝେଇ ଗାଡ଼ି ଫେରାର ହୋଇଯାଇଥିବା ବେଳେ ଅନେକ ଗାଡ଼ି ରାସ୍ତାରେ ବାଲି ଢାଳି ପଳାଇଥିଲେ।  ଜବତ ଗାଡ଼ିକୁ ସୋର ତହସିଲ ଓ ସୋର ଥାନାରେ ରଖାଯାଇଥିବା ବେଳେ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ଜବତ ଗାଡ଼ିଗୁଡ଼ିକରୁ ଫାଇନ ଆଦାୟ ପରେ ଛଡ଼ାଯିବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe