ବିଦ୍ୟାଳୟକୁ ନ ଆସିବା ମହଙ୍ଗା ପଡ଼ିଲା, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ

Advertisment

ନିୟମିତ ବିଦ୍ୟାଳୟକୁ ନ ଆସିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ରାଉତଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ପାଇଁ କୁଆରମୁଣ୍ଡା ବ୍ଲକ୍‌ ଶିକ୍ଷାଧିକାରୀ ନମିତା ମହାପାତ୍ର ଶ୍ରୀ ରାଉତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ନିୟମିତ ବିଦ୍ୟାଳୟକୁ ନ ଆସିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ରାଉତଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ପାଇଁ କୁଆରମୁଣ୍ଡା ବ୍ଲକ୍‌ ଶିକ୍ଷାଧିକାରୀ ନମିତା ମହାପାତ୍ର ଶ୍ରୀ ରାଉତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

hm

ରାଉରକେଲା: ନିୟମିତ ବିଦ୍ୟାଳୟକୁ ନ ଆସିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ରାଉତଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ପାଇଁ କୁଆରମୁଣ୍ଡା ବ୍ଲକ୍‌ ଶିକ୍ଷାଧିକାରୀ ନମିତା ମହାପାତ୍ର ଶ୍ରୀ ରାଉତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସରକାରୀ କର୍ମଚାରୀ ଆଚରଣ ନିୟମ ଉଲ୍ଲଂଘନ କରିଥିବାରୁ ବିଇଓ ତାଙ୍କ ବିରୋଧରେ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି। 

ସୁରେନ୍ଦ୍ର କୁମାର ରାଉତ କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କର୍ଲାବୁଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥିଲେ। ବ୍ଲକ୍‌ ଶିକ୍ଷାଧିକାରୀ ଓ ସ୍ଥାନୀୟ ଅଭିଭାବକ ବାରମ୍ବାର କହିବା ସତ୍ବେ ମଧ୍ୟ ଶ୍ରୀ ବେହେରା ବିଦ୍ୟାଳୟକୁ ନିୟମିତ ଆସୁନଥିଲେ। ଠିକ୍‌ ଭାବେ ପାଠ ମଧ୍ୟ ପଢ଼ାଉ ନଥିଲେ। ବିଇଓ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲାବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ରାଉତଙ୍କୁ ନିଜ କାର୍ଯ୍ୟାଳୟ ଓ ଶ୍ରେଣୀଗୃହରେ ଦେଖିବାକୁ ପାଇନଥିଲେ। ପରେ ବିଇଓ ତାଙ୍କର ଉପସ୍ଥାନ ଖାତା ଯାଞ୍ଚ କରିଥିଲେ। ଯାଞ୍ଚରୁ ଶ୍ରୀ ରାଉତ ନିୟମିତ ବିଦ୍ୟାଳୟକୁ ଆସୁନଥିବା ଜାଣିବାକୁ ପାଇଥିଲେ। ସେହି ସମୟରେ କିଛି ଅବିଭାବକ ବିଦ୍ୟାଳୟରେ ପହଞ୍ଚି ଶ୍ରୀ ରାଉତଙ୍କ ବିରୋଧରେ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୂଚନା ଅନୁସାରେ, ଶ୍ରୀ ରାଉତ କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କର୍ଲାବୁଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥିଲେ। ବ୍ଲକ୍‌ ଶିକ୍ଷାଧିକାରୀ ଓ ସ୍ଥାନୀୟ ଅଭିଭାବକ ବାରମ୍ବାର କହିବା ସତ୍ବେ ମଧ୍ୟ ଶ୍ରୀ ବେହେରା ବିଦ୍ୟାଳୟକୁ ନିୟମିତ ଆସୁନଥିଲେ। ଠିକ୍‌ ଭାବେ ପାଠ ମଧ୍ୟ ପଢ଼ାଉ ନଥିଲେ। ବିଇଓ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲାବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ରାଉତଙ୍କୁ ନିଜ କାର୍ଯ୍ୟାଳୟ ଓ ଶ୍ରେଣୀଗୃହରେ ଦେଖିବାକୁ ପାଇନଥିଲେ। ପରେ ବିଇଓ ତାଙ୍କର ଉପସ୍ଥାନ ଖାତା ଯାଞ୍ଚ କରିଥିଲେ। ଯାଞ୍ଚରୁ ଶ୍ରୀ ରାଉତ ନିୟମିତ ବିଦ୍ୟାଳୟକୁ ଆସୁନଥିବା ଜାଣିବାକୁ ପାଇଥିଲେ। ସେହି ସମୟରେ କିଛି ଅବିଭାବକ ବିଦ୍ୟାଳୟରେ ପହଞ୍ଚି ଶ୍ରୀ ରାଉତଙ୍କ ବିରୋଧରେ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe