ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରିଛନ୍ତି ଯେ ଏଇଟା ଭାରତ ପାଇଁ ଆଉ ଏକ ବିଜୟ।
ସେ ଲେଖିଛନ୍ତି: ସବ୍କା ସାଥ୍+ସବ୍କା ବିକାଶ୍+ସବ୍କା ବିଶ୍ୱାସ୍= ବିଜୟୀ ଭାରତ୍
ଆମେ ଏକାଠି ବଢୁ।
ଆମେ ଏକାଠି ଉନ୍ନତି କରୁ।
ଆମେ ଏକତ୍ର ଏକ ମଜ୍ବୁତ ଓ ସାମଗ୍ରିକ ଭାରତ ଗଢ଼ିବୁ।
ଭାରତ ପୁଣି ବିଜୟୀ ହେଲା!
Follow Us