ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର କୁରୁମିଙ୍ଗିଆ ଗ୍ରାମର ଜିଦାରାନି ପ୍ରଧାନଙ୍କ ବୟସ ୬୨ ବର୍ଷ। ତଥାପି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ସେ। ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବାରମ୍ବାର ଦୌଡୁଛନ୍ତି। ସେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉନଥିବା ଦୁଃଖର ସହିତ ଜଣାଇଛନ୍ତି।
ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର କୁରୁମିଙ୍ଗିଆ ଗ୍ରାମର ଜିଦାରାନି ପ୍ରଧାନଙ୍କ ବୟସ ୬୨ ବର୍ଷ। ତଥାପି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ସେ। ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବାରମ୍ବାର ଦୌଡୁଛନ୍ତି। ସେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉନଥିବା ଦୁଃଖର ସହିତ ଜଣାଇଛନ୍ତି। ଏ ବିଷୟରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଭତ୍ତା ପ୍ରଦାନ କଲେ ପରିବାର ଚଳେଇବେ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ଜିଦାରାନି ପ୍ରଧାନ।
ଏ ବିଷୟରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଭତ୍ତା ପ୍ରଦାନ କଲେ ପରିବାର ଚଳେଇବେ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ଜିଦାରାନି ପ୍ରଧାନ।
Follow Us