ଝିକେରମାଲ ଜଙ୍ଗଲରେ ପଡ଼ିଛି ଖଇର ଗଣ୍ଡି

Advertisment

ଯେତେ ପରିମାଣରେ ବୃକ୍ଷରୋପଣ ହେଉଛି ସେତେ ପରିମାଣରେ ଜଙ୍ଗଲ ସଫା ହେଉଛି। ଯାହା ଫଳରେ ବଲାଙ୍ଗୀର ଜିଲ୍ଲାରେ ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲରେ ଖଇର କାଠ ଗଣ୍ଡି ପଡ଼ିଥିବା ଦେଖିବାକୁ ମିଳିଛି।

ଯେତେ ପରିମାଣରେ ବୃକ୍ଷରୋପଣ ହେଉଛି ସେତେ ପରିମାଣରେ ଜଙ୍ଗଲ ସଫା ହେଉଛି। ଯାହା ଫଳରେ ବଲାଙ୍ଗୀର ଜିଲ୍ଲାରେ ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲରେ ଖଇର କାଠ ଗଣ୍ଡି ପଡ଼ିଥିବା ଦେଖିବାକୁ ମିଳିଛି।

Untitled

ଦେଓଗାଁ: ଯେତେ ପରିମାଣରେ ବୃକ୍ଷରୋପଣ ହେଉଛି ସେତେ ପରିମାଣରେ ଜଙ୍ଗଲ ସଫା ହେଉଛି। ଯାହା ଫଳରେ ବଲାଙ୍ଗୀର ଜିଲ୍ଲାରେ ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି। ସଇଁତଲା ଓ ପାଟଣାଗଡ଼ ରେଞ୍ଜ ଅଞ୍ଚଳରେ ଥିବା ଦେଓଗାଁ ବ୍ଲକରେ କିଛି ଗାଁରେ ପ୍ରତିଦିନ ଖଇର କାଠ ଚୋରାଚାଲାଣ ହେଉଥିବାରୁ ଜଙ୍ଗଲ ତରିଆ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ସଇଁତଲା ରେଞ୍ଜର ଝିକେରମାଲ,ଡୁମେର ଜୋର , ଘାଟୁଲଡୁଙ୍ଗୁରୀ, ବିଳାସପୁର, ଗାଁକୁ ଲାଗିଥିବା ଜଙ୍ଗଲରେ ଖଇର କାଠ ଗଣ୍ଡି ପଡ଼ିଥିବା ଦେଖିବାକୁ ମିଳିଛି।

ସଇଁତଲା ଓ ପାଟଣାଗଡ଼ ରେଞ୍ଜ ଅଞ୍ଚଳରେ ଥିବା ଦେଓଗାଁ ବ୍ଲକରେ କିଛି ଗାଁରେ ପ୍ରତିଦିନ ଖଇର କାଠ ଚୋରାଚାଲାଣ ହେଉଥିବାରୁ ଜଙ୍ଗଲ ତରିଆ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ସଇଁତଲା ରେଞ୍ଜର ଝିକେରମାଲ,ଡୁମେର ଜୋର , ଘାଟୁଲଡୁଙ୍ଗୁରୀ, ବିଳାସପୁର, ଗାଁକୁ ଲାଗିଥିବା ଜଙ୍ଗଲରେ ଖଇର କାଠ ଗଣ୍ଡି ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ବନ ବିଭାଗର ସ୍ଥାନୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବି କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣୁ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ଏନେଇ ବନ ବିଭାଗର ସ୍ଥାନୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବି କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣୁ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe