ମହିଳା ଫୁଲ ବ୍ୟବସାୟୀଙ୍କୁ ମାଡ଼, ଥାନାରେ ଏତଲା

ବାସନ୍ତୀକଲୋନି ଅଞ୍ଚଳର ଜଣେ ମହିଳା ଫୁଲ ବ୍ୟବସାୟୀଙ୍କୁ ମାଡ଼ ମାରିବା ​ଅଭିଯୋଗ ହୋଇଛି। ପରିବା ବ୍ୟବସାୟୀ ଅନୀଲ ଉତ୍ୟକ୍ତ ହୋଇ ପାର୍ବତୀଙ୍କୁ ଠେଲାପେଲା କରିଥିଲେ। ଏନେଇ ପାର୍ବତୀ ଥାନା​ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛି।

bhj

ରାଉରକେଲା: ମାଲଗୋଦାମ ଏବଂ ବାସନ୍ତୀକଲୋନି ଅଞ୍ଚଳରେ ମାଡ଼ପିଟ୍‌ ନେଇ ଉଦିତନଗର ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ସୂଚନାନୁଯାୟୀ, ଗୋପବନ୍ଧୁପାଲି ଅଞ୍ଚଳର ରାଜକୁମାର ପାଶୱାନ ମାଲଗୋଦାମ ଅଞ୍ଚଳରେ ଥିବା ଏକ ମୋବାଇଲ୍‌​ ଦୋକାନକୁ ଯାଇଥିଲେ। ସେଠାରେ ପୂର୍ବରୁ ଠିଆ ହୋଇଥିବା ରାହୁଲ ଏବଂ ତାଙ୍କ ସାଙ୍ଗ ରାଜକୁମାରଙ୍କ ସହ ବଚସା କରିଥିଲେ। ଯୁକ୍ତି ବଢ଼ିବାରୁ ସେମାନେ ରାଜକୁମାରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ସେ ଆଜି ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ​

ବାସନ୍ତୀକଲୋନି ଅଞ୍ଚଳର ଜଣେ ମହିଳା ଫୁଲ ବ୍ୟବସାୟୀଙ୍କୁ ମାଡ଼ ମାରିବା ​ଅଭିଯୋଗ ହୋଇଛି। ବାସନ୍ତୀକଲୋନି ଭେଣ୍ଡିଂ ଜୋନ୍‌ରେ ଅନୀଲ ନାମକ ଜଣେ ବ୍ୟକ୍ତି ପରିବା ବ୍ୟବସାୟ କରନ୍ତି। ତାଙ୍କ ଦୋକାନ ସମ୍ମୁଖରେ ପାର୍ବତୀ ଲାକ୍ରା ନାମକ ଜଣେ ମହିଳା ଫୁଲ ବିକିବା ଆରମ୍ଭ କରିଥିଲେ। ଅନୀଲ ତାଙ୍କୁ ଦୋକାନ ଉଠାଇବାକୁ ବାରମ୍ବାର କହିବା ସତ୍ତ୍ବେ ମହିଳା ଜଣକ ମାନୁନଥିଲେ। ଏଥିରେ ଅନୀଲ ଉତ୍ୟକ୍ତ ହୋଇ ପାର୍ବତୀଙ୍କୁ ଠେଲାପେଲା କରିଥିଲେ। ଏନେଇ ପାର୍ବତୀ ଥାନା​ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛି।
               

ସେହିପରି ବାସନ୍ତୀକଲୋନି ଅଞ୍ଚଳର ଜଣେ ମହିଳା ଫୁଲ ବ୍ୟବସାୟୀଙ୍କୁ ମାଡ଼ ମାରିବା ​ଅଭିଯୋଗ ହୋଇଛି। ବାସନ୍ତୀକଲୋନି ଭେଣ୍ଡିଂ ଜୋନ୍‌ରେ ଅନୀଲ ନାମକ ଜଣେ ବ୍ୟକ୍ତି ପରିବା ବ୍ୟବସାୟ କରନ୍ତି। ତାଙ୍କ ଦୋକାନ ସମ୍ମୁଖରେ ପାର୍ବତୀ ଲାକ୍ରା ନାମକ ଜଣେ ମହିଳା ଫୁଲ ବିକିବା ଆରମ୍ଭ କରିଥିଲେ। ଅନୀଲ ତାଙ୍କୁ ଦୋକାନ ଉଠାଇବାକୁ ବାରମ୍ବାର କହିବା ସତ୍ତ୍ବେ ମହିଳା ଜଣକ ମାନୁନଥିଲେ। ଏଥିରେ ଅନୀଲ ଉତ୍ୟକ୍ତ ହୋଇ ପାର୍ବତୀଙ୍କୁ ଠେଲାପେଲା କରିଥିଲେ। ଏନେଇ ପାର୍ବତୀ ଥାନା​ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe