କୁଆରମୁଣ୍ଡା : ଲେୟର ଫାର୍ମ ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment
ଦୁଇ ଅଧ୍ୟାପକଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ

The Business Post

କୁଆରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଗ୍ରାମ ପଞ୍ଚାୟତ ସା‌ନଦଲକି‌ ଗାଁରେ ଥିବା ଏକ ଲେୟର ଫାର୍ମରେ ସୋମବାର ସଂଧ୍ୟାରେ ସ୍ଥାନୀୟ ଲୋକେ ପଶି ଗଣ୍ଡଗୋଳ କରିଛନ୍ତି। ଲୋକଙ୍କ ଆକ୍ରମଣରେ ଫାର୍ମ ମାଲିକ ଅଙ୍କୁର ସାହୁ ଗୁରୁତର ଆହତ ହୋଇଛନ୍ତି । ଏହି ସମୟରେ ଅଙ୍କୁର ଜୀବନ ବିକଳରେ କୁଆରମୁଣ୍ଡା ଫାଣ୍ଡିକୁ ଫୋନ କରିବା ପରେ ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୁଆରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଅଭିଯୁକ୍ତମାନେ ଫେରାର୍‌ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe