କଲରାପତରିଆ ବାଘ ଆତଙ୍କ: ମାରିଦେଲା ୧୦ରୁ ଅଧିକ ଛେଳି

Advertisment

କେଲସଲଗୁଡାରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛିl ତିନି ଚାରି ଦିନ  ଧରି ଏହି ବାଘ ଆତଙ୍କ ଖେଳାଇଛିl କେଲ ଗ୍ରାମର କିଛି ଲୋକ ଜଙ୍ଗଲକୁ ଛେଳି ନେଇ ଛାଡ଼ି ଦେଇଥିଲେ l ପରେ ଖୋଜାଖୋଜି କରିବାରୁ ପ୍ରାୟ ୬ଟି ଛେଳିକୁ ଏହି ବାଘ ଖଣ୍ଡିଆଖାବରା କରି ମାରିଦେଇଛି l

କେଲସଲଗୁଡାରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛିl ତିନି ଚାରି ଦିନ  ଧରି ଏହି ବାଘ ଆତଙ୍କ ଖେଳାଇଛିl କେଲ ଗ୍ରାମର କିଛି ଲୋକ ଜଙ୍ଗଲକୁ ଛେଳି ନେଇ ଛାଡ଼ି ଦେଇଥିଲେ l ପରେ ଖୋଜାଖୋଜି କରିବାରୁ ପ୍ରାୟ ୬ଟି ଛେଳିକୁ ଏହି ବାଘ ଖଣ୍ଡିଆଖାବରା କରି ମାରିଦେଇଛି l

ଚିତାବାଘ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ସଞ୍ଜୟ ଗାନ୍ଧୀ ନ୍ୟାସ୍‌ନାଲ ପାର୍କରେ ଲାଗିଲା ୧୩ଟି ସିସିଟିଭି କ୍ୟାମେରା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଯରଡ଼ା, ସୋଲ ରେଞ୍ଜର କେଲସଲଗୁଡାରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛିl ତିନି ଚାରି ଦିନ  ଧରି ଏହି ବାଘ ଆତଙ୍କ ଖେଳାଇଛିl କେଲ ଗ୍ରାମର କିଛି ଲୋକ ଜଙ୍ଗଲକୁ ଛେଳି ନେଇ ଛାଡ଼ି ଦେଇଥିଲେ l ପରେ ଖୋଜାଖୋଜି କରିବାରୁ ପ୍ରାୟ ୬ଟି ଛେଳିକୁ ଏହି ବାଘ ଖଣ୍ଡିଆଖାବରା କରି ମାରିଦେଇଛି l

ଯରଡ଼ାରେ ମଧ୍ୟ କେତେକ ଛେଳିଙ୍କୁ ମାରିଦେଇଛି। ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘ ଉପରେ ନଜର ରଖିଥିବା ବେଳେ ସରକାରୀ ନିୟମ ଅନୁସାରେ ଗୋଟେ ଛେଳିକୁ ୪ ହଜାର ଟଙ୍କା ଦିଆଯିବ ବୋଲି ବନବିଭାଗର ସୂଚନା ମିଳିଥିବା ବେଳେ ପୂର୍ବରୁ ମଧ୍ୟ ଏ ଅଞ୍ଚଳରେ ଏହି ବାଘ କେତେକ ଛେଳିଙ୍କୁ ମାରି ଦେଇଥିଲା l

ସେହିପରି ଯରଡ଼ାରେ ମଧ୍ୟ କେତେକ ଛେଳିଙ୍କୁ ମାରିଦେଇଛି। ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘ ଉପରେ ନଜର ରଖିଥିବା ବେଳେ ସରକାରୀ ନିୟମ ଅନୁସାରେ ଗୋଟେ ଛେଳିକୁ ୪ ହଜାର ଟଙ୍କା ଦିଆଯିବ ବୋଲି ବନବିଭାଗର ସୂଚନା ମିଳିଥିବା ବେଳେ ପୂର୍ବରୁ ମଧ୍ୟ ଏ ଅଞ୍ଚଳରେ ଏହି ବାଘ କେତେକ ଛେଳିଙ୍କୁ ମାରି ଦେଇଥିଲା l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe