ମହିଳାଙ୍କ ହାତଗୋଡ଼ ବାନ୍ଧି ଲୁଟ କଲେ ଦୁର୍ବୃତ୍ତ

Advertisment

ଗତକାଲି ବିଳମ୍ବିତ ରାତ୍ରିରେ ଗୋପ ଥାନା ଅଧୀନ ମହଲପଡ଼ା ପଞ୍ଚାୟତ କୁଣ୍ଡିସ ଗ୍ରାମରେ ଜଣେ ମହିଳାଙ୍କୁ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ଦୁର୍ବୃତ୍ତ। ଗ୍ରାମର ଗୌରାଙ୍ଗ କାଣ୍ଡିଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି।

Updated On

ଗତକାଲି ବିଳମ୍ବିତ ରାତ୍ରିରେ ଗୋପ ଥାନା ଅଧୀନ ମହଲପଡ଼ା ପଞ୍ଚାୟତ କୁଣ୍ଡିସ ଗ୍ରାମରେ ଜଣେ ମହିଳାଙ୍କୁ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ଦୁର୍ବୃତ୍ତ। ଗ୍ରାମର ଗୌରାଙ୍ଗ କାଣ୍ଡିଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି।

ଅଦ୍ୟତନ ହୋଇଛି
bh

ଗୋପ: ଗତକାଲି ବିଳମ୍ବିତ ରାତ୍ରିରେ ଗୋପ ଥାନା ଅଧୀନ ମହଲପଡ଼ା ପଞ୍ଚାୟତ କୁଣ୍ଡିସ ଗ୍ରାମରେ ଜଣେ ମହିଳାଙ୍କୁ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ଦୁର୍ବୃତ୍ତ। ଗ୍ରାମର ଗୌରାଙ୍ଗ କାଣ୍ଡିଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ଘଟଣାରେ ତିନିରୁ ଚାରିଜଣ ଦୁର୍ବୃତ୍ତ ସାମିଲ ଥିବା ସୂଚନା ରହିଛି।

ଘରେ ଗୌରାଙ୍ଗ କାଣ୍ଡିଙ୍କର ଭାଇ ବୋହୂ ଏକୁଟିଆ ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ମୁହଁ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି। ଗୌରାଙ୍ଗଙ୍କ ଘର ଭିତରୁ ଆଲମିରା ଭଙ୍ଗା ଯାଇ ସୁନା ଅଳଙ୍କାର ଲୁଟ ହୋଇଥିବା ବେଳେ ଅଳଂକାର ଖୋଳଗୁଡିକ ଖୋଲା ପଡିଛି। ସିସିଟିଭି ନଜରରେ ଘର ରହିଥିବା ବେଳେ ସିସିଟିଭି ହିଁ ଚୋରିର ଖୁଲାସା କରିବ ବୋଲି ଗୋପ ଥାନାର ତଦନ୍ତ ସମୟରେ ସବ୍ ଇନ୍ସପେକ୍ଟର ଦେବସ୍ମିତା ସିଂ କହିଛନ୍ତି। ଘର ମାଲିକ ଏବେ ଗ୍ରାମକୁ ଫେରୁଥିବା ନେଇ ସୂଚନା ମିଳିଛି। ସେ ପହଞ୍ଚିବା ପରେ ଥାନାରେ ଏତଲା ଦିଆଯିବ, ଅପରାହ୍ଣରେ ସାଇଣ୍ଟିଫିକ ଟିମ୍ ଆସିବ ବୋଲି ପୁଲିସ ସୂଚନା ଦେଇଛି।

ଘରେ ଗୌରାଙ୍ଗ କାଣ୍ଡିଙ୍କର ଭାଇ ବୋହୂ ଏକୁଟିଆ ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ମୁହଁ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି। ଗୌରାଙ୍ଗଙ୍କ ଘର ଭିତରୁ ଆଲମିରା ଭଙ୍ଗା ଯାଇ ସୁନା ଅଳଙ୍କାର ଲୁଟ ହୋଇଥିବା ବେଳେ ଅଳଂକାର ଖୋଳଗୁଡିକ ଖୋଲା ପଡିଛି। ସିସିଟିଭି ନଜରରେ ଘର ରହିଥିବା ବେଳେ ସିସିଟିଭି ହିଁ ଚୋରିର ଖୁଲାସା କରିବ ବୋଲି ଗୋପ ଥାନାର ତଦନ୍ତ ସମୟରେ ସବ୍ ଇନ୍ସପେକ୍ଟର ଦେବସ୍ମିତା ସିଂ କହିଛନ୍ତି। ଘର ମାଲିକ ଗ୍ରାମକୁ ଫେରୁଥିବା ନେଇ ସୂଚନା ମିଳିଛି। ସେ ପହଞ୍ଚିବା ପରେ ଥାନାରେ ଏତଲା ଦିଆଯିବ, ଅପରାହ୍ଣରେ ସାଇଣ୍ଟିଫିକ ଟିମ୍ ଆସିବ ବୋଲି ପୁଲିସ ସୂଚନା ଦେଇଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe