କେଛୁପାଣିରେ ସଶସ୍ତ୍ର ଡକାୟତି: ଲୁଟିନେଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ଗହଣା

Advertisment

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ  ଉଚ୍ଚକାପାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେଛୁପାଣି ଗ୍ରାମର ରୁଦ୍ରାକ୍ଷ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନାରୂପା ଅଳଙ୍କାର ଚୋରି କରି ନେଇଛନ୍ତି।

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ  ଉଚ୍ଚକାପାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେଛୁପାଣି ଗ୍ରାମର ରୁଦ୍ରାକ୍ଷ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନାରୂପା ଅଳଙ୍କାର ଚୋରି କରି ନେଇଛନ୍ତି।

New Project (14)

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ  ଉଚ୍ଚକାପାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେଛୁପାଣି ଗ୍ରାମର ରୁଦ୍ରାକ୍ଷ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ରାତି ୧ ଟାରେ ପାଞ୍ଚ ଜଣ ମୁଖାଧାରୀ ଘର ଭିତରେ ପଶି ବନ୍ଧୁକ ଓ ଭୁଜାଲି ଦେଖାଇ ଏବଂ ମାଡ଼ ମାରି ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନାରୂପା ଅଳଙ୍କାର ଚୋରି କରି ନେଇଛନ୍ତି।

 ମାଡ଼ ଯୋଗୁଁ ରୁଦ୍ରାକ୍ଷ ସାହୁଙ୍କର ବଡ଼ ପୁଅ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe