ଗଣେଶଙ୍କୁ ବି ଛାଡ଼ିଲେନି: ପୂଜାମଣ୍ଡପରୁ ମୂର୍ତ୍ତି ଛାଡ଼ି ସବୁ ବୋହି ନେଲେ

ଶ୍ରୀ ଶ୍ରୀ ବଣିକ ସଂଘ ପୂଜା ମଣ୍ଡପରୁ ସବୁ ଜିନିଷ ପୋଛି ନେଇଛନ୍ତି ଲୁଟେରା I ସହିଦନଗର ଚାନ୍ଦିଭଣ୍ଡାର - ଆଙ୍ଗନ ଗଳି ଗଣେଶ ପୂଜା ପେଣ୍ଡାଲରୁ ଚୋରି ଅଭିଯୋଗ ହୋଇଛି I ଠାକୁରଙ୍କୁ ଛାଡ଼ି ସବୁ କିଛି ଲୁଟି ନେଇଥିବା ଅଭିଯୋଗ ହୋଇଛିI

Untitled

ଭୁବନେଶ୍ବର: ଶ୍ରୀ ଶ୍ରୀ ବଣିକ ସଂଘ ପୂଜା ମଣ୍ଡପରୁ ସବୁ ଜିନିଷ ପୋଛି ନେଇଛନ୍ତି ଲୁଟେରା I ସହିଦନଗର ଚାନ୍ଦିଭଣ୍ଡାର - ଆଙ୍ଗନ ଗଳି ଗଣେଶ ପୂଜା ପେଣ୍ଡାଲରୁ ଚୋରି ଅଭିଯୋଗ ହୋଇଛି I ଠାକୁରଙ୍କୁ ଛାଡ଼ି ସବୁ କିଛି ଲୁଟି ନେଇଥିବା ଅଭିଯୋଗ ହୋଇଛିI ମଣ୍ଡପରେ ଥିବା ସମସ୍ତ ଜିଣିଷପତ୍ର ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe