ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୫ ଭରି ସୁନା ସହ ୨ ଲକ୍ଷ ଟଙ୍କା

Advertisment

ବିଜୟ ସିଂଙ୍କ ଦୋକାନର ସଟର୍‌ ଓ ପଛପାର୍ଶ୍ବ ଘରର କବାଟ ଭାଙ୍ଗି ଚୋରମାନେ ଭିତରକୁ ପଶିଥିଲେ। ଆଲ୍‌ମିରା ଭାଙ୍ଗି ନଗଦ ୨ ଲକ୍ଷ ଟଙ୍କା, ୧୫ ଭରି ଓଜନର ସୁନାଗହଣା ଓ ଟିଭି ଲୁଟ୍‌ କରି ଫେରାର ହୋଇଯାଇଥିଲେ।

ବିଜୟ ସିଂଙ୍କ ଦୋକାନର ସଟର୍‌ ଓ ପଛପାର୍ଶ୍ବ ଘରର କବାଟ ଭାଙ୍ଗି ଚୋରମାନେ ଭିତରକୁ ପଶିଥିଲେ। ଆଲ୍‌ମିରା ଭାଙ୍ଗି ନଗଦ ୨ ଲକ୍ଷ ଟଙ୍କା, ୧୫ ଭରି ଓଜନର ସୁନାଗହଣା ଓ ଟିଭି ଲୁଟ୍‌ କରି ଫେରାର ହୋଇଯାଇଥିଲେ।

jk

ରାଉରକେଲା/ବେଦବ୍ୟାସ: ପରିବାର ସହ ଗାଁକୁ ଯାଇଥିଲାବେଳେ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ଆଲମିରା ଭାଙ୍ଗି ୧୫ ଭରି ଓଜନର ସୁନା ଅଳଙ୍କାର ସହ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏମିତି ଘଟଣା ଘଟିଛି ବେଦବ୍ୟାସ ଟିସିଆଇ ଛକ ନିକଟସ୍ଥ ପାଣ୍ଡେକଲୋନି ରାସ୍ତାରେ।

ବ୍ୟବସାୟୀ ବିଜୟ ସିଂଙ୍କ ଲିଖିତ ଅଭିଯୋଗ ଆଧାରରେ ବ୍ରାହ୍ମଣୀତରଙ୍ଗ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବେଦବ୍ୟାସ ଟିସିଆଇ ଛକ ପାଣ୍ଡେକଲୋନି ରାସ୍ତାରେ ବ୍ୟବସାୟୀ ବିଜୟ ସିଂହ ପରିବାର ସହ ରହନ୍ତି। ଘର ଆଗରେ ତାଙ୍କର ରାସନ ଦୋକାନ ରହିଛି। ଗତ ସପ୍ତାହ ତଳେ ପରିବାର ସହ ବିହାରର ନିଜ ଗାଁକୁ ବୁଲିବାକୁ ଯାଇଥିଲେ। ଘର ଓ ଦୋକାନ ବନ୍ଦ ଥିବାରୁ ଚୋରମାନେ ଟାର୍ଗେଟ୍‌ କରିଥିଲେ। ରାତିରେ ବିଜୟ ସିଂଙ୍କ ଦୋକାନର ସଟର୍‌ ଓ ପଛପାର୍ଶ୍ବ ଘରର କବାଟ ଭାଙ୍ଗି ଚୋରମାନେ ଭିତରକୁ ପଶିଥିଲେ। ଆଲ୍‌ମିରା ଭାଙ୍ଗି ନଗଦ ୨ ଲକ୍ଷ ଟଙ୍କା, ୧୫ ଭରି ଓଜନର ସୁନାଗହଣା ଓ ଟିଭି ଲୁଟ୍‌ କରି ଫେରାର ହୋଇଯାଇଥିଲେ।

ବେଦବ୍ୟାସ ଟିସିଆଇ ଛକ ପାଣ୍ଡେକଲୋନି ରାସ୍ତାରେ ବ୍ୟବସାୟୀ ବିଜୟ ସିଂହ ପରିବାର ସହ ରହନ୍ତି। ଘର ଆଗରେ ତାଙ୍କର ରାସନ ଦୋକାନ ରହିଛି। ଗତ ସପ୍ତାହ ତଳେ ପରିବାର ସହ ବିହାରର ନିଜ ଗାଁକୁ ବୁଲିବାକୁ ଯାଇଥିଲେ। ଘର ଓ ଦୋକାନ ବନ୍ଦ ଥିବାରୁ ଚୋରମାନେ ଟାର୍ଗେଟ୍‌ କରିଥିଲେ। ରାତିରେ ବିଜୟ ସିଂଙ୍କ ଦୋକାନର ସଟର୍‌ ଓ ପଛପାର୍ଶ୍ବ ଘରର କବାଟ ଭାଙ୍ଗି ଚୋରମାନେ ଭିତରକୁ ପଶିଥିଲେ। ଆଲ୍‌ମିରା ଭାଙ୍ଗି ନଗଦ ୨ ଲକ୍ଷ ଟଙ୍କା, ୧୫ ଭରି ଓଜନର ସୁନାଗହଣା ଓ ଟିଭି ଲୁଟ୍‌ କରି ଫେରାର ହୋଇଯାଇଥିଲେ।

ବିଜୟ ସିଂ ପରିବାର ସହ ଘରେ ପହଞ୍ଚିଥିଲେ। ଘରର କବାଟ, ଦୋକାନର ସଟର ଓ ଆଲମିରା ଭଙ୍ଗାଯିବା ସହ ସୁନାଗହଣା ଓ ଟଙ୍କା ନଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ବ୍ରାହ୍ମଣୀତଙ୍ଗ ଥାନାକୁ ସୂଚନା ଦେଇଥିଲେ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe