ବାବା ବାଲିକପିଳେଶ୍ୱର ମନ୍ଦିରର ହୁଣ୍ଡିରୁ ଲୁଟ୍

Advertisment

ପୁରୀ ନରେନ୍ଦ୍ରକୋଣ ବାବା ବାଲିକପିଳେଶ୍ୱର ମନ୍ଦିରର ହୁଣ୍ଡିରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଜି ସକାଳେ ମନ୍ଦିରର ପୂଜକ ମନ୍ଦିରର ହୁଣ୍ଡି ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ କମିଟିର ସଦସ୍ୟଙ୍କୁ ସୂଚନା ଦେଇଥିଲେ।

ପୁରୀ ନରେନ୍ଦ୍ରକୋଣ ବାବା ବାଲିକପିଳେଶ୍ୱର ମନ୍ଦିରର ହୁଣ୍ଡିରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଜି ସକାଳେ ମନ୍ଦିରର ପୂଜକ ମନ୍ଦିରର ହୁଣ୍ଡି ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ କମିଟିର ସଦସ୍ୟଙ୍କୁ ସୂଚନା ଦେଇଥିଲେ।

zx

ପୁରୀ: ପୁରୀ ନରେନ୍ଦ୍ରକୋଣ ବାବା ବାଲିକପିଳେଶ୍ୱର ମନ୍ଦିରର ହୁଣ୍ଡିରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଜି ସକାଳେ ମନ୍ଦିରର ପୂଜକ ମନ୍ଦିରର ହୁଣ୍ଡି ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ କମିଟିର ସଦସ୍ୟଙ୍କୁ ସୂଚନା ଦେଇଥିଲେ।

ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମନ୍ଦିରରୁ ହୁଣ୍ଡକୁ ପ୍ରତିବର୍ଷ ଥରେ ଖୋଲାଯାଇଥାଏ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe