ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ସ୍କୁଟି ଆରୋହୀଙ୍କ ଜୀବନ

Advertisment

ଆଜି ସକାଳ ୯ଟାରେ ହେମଗିର ଥାନା ଡୁରୁବଗା ନିକଟ ଓସିପିଏଲ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ଯୁ ହୋଇଛି। ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ।

ଆଜି ସକାଳ ୯ଟାରେ ହେମଗିର ଥାନା ଡୁରୁବଗା ନିକଟ ଓସିପିଏଲ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ଯୁ ହୋଇଛି। ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ।

scooty5

ସୁନ୍ଦରଗଡ଼: ଆଜି ସକାଳ ୯ଟାରେ ହେମଗିର ଥାନା ଡୁରୁବଗା ନିକଟ ଓସିପିଏଲ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ଯୁ ହୋଇଛି। ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ। ବ୍ଯକ୍ତି ଜଣକ ସ୍କୁଟି (ଓଡି୨୩ଟି- ୦୮୯୬)ରେ ଆସୁଥିବାବେଳେ ପଛପଟୁ ଏକ ଅଜଣା ଗାଡ଼ି ଆସି ଧକ୍କା ଦେଇ ଚମ୍ପଟ ମାରିଥିଲା। ବ୍ଯକ୍ତିଜଣକ ସ୍କୁଟିରୁ ରାସ୍ତା ଉପରକୁ ଛିଟକି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ମାଡ଼ ହୋଇ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ଯୁ ହୋଇଗଲା।

ହେମଗିର ଥାନା ଡୁରୁବଗା ନିକଟ ଓସିପିଏଲ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ଯୁ ହୋଇଛି। ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ। ବ୍ଯକ୍ତି ଜଣକ ସ୍କୁଟି (ଓଡି୨୩ଟି- ୦୮୯୬)ରେ ଆସୁଥିବାବେଳେ ପଛପଟୁ ଏକ ଅଜଣା ଗାଡ଼ି ଆସି ଧକ୍କା ଦେଇ ଚମ୍ପଟ ମାରିଥିଲା। ବ୍ଯକ୍ତିଜଣକ ସ୍କୁଟିରୁ ରାସ୍ତା ଉପରକୁ ଛିଟକି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ମାଡ଼ ହୋଇ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ଯୁ ହୋଇଗଲା।

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ହେମଗିର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ହେମଗିର ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe