ବିରୂପା ନଦୀରେ ବୁଡ଼ି ପୁଣି ଜଣଙ୍କର ମୃତ୍ୟୁ

Advertisment

ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିରୂପା ନଦୀରେ ବୁଡ଼ି ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେହିଠାରେ ଆଜି ନାନପୁର ଗ୍ରାମର ଭିକାରୀ ଜେନା (୫୦) ଗାଧୋଉଥିବା ବେଳେ ନଦୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।

ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିରୂପା ନଦୀରେ ବୁଡ଼ି ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେହିଠାରେ ଆଜି ନାନପୁର ଗ୍ରାମର ଭିକାରୀ ଜେନା (୫୦) ଗାଧୋଉଥିବା ବେଳେ ନଦୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।

ଶୌଚ ହେବାକୁ ଯାଇ ପାଣିରେ ଭାସିଗଲେ ବୃଦ୍ଧ

ଯାଜପୁର: ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିରୂପା ନଦୀରେ ବୁଡ଼ି ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେହିଠାରେ ଆଜି ନାନପୁର ଗ୍ରାମର ଭିକାରୀ ଜେନା (୫୦) ଗାଧୋଉଥିବା ବେଳେ ନଦୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ନାନପୁର ଗ୍ରାମ ନିକଟ ବିରୂପା ନଦୀରେ ଗତ ୪ ଦିନ ପୂର୍ବରୁ ସେଇଠି ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe