ସରଣ୍ଡାରୁ ୬ଟି ତୀର ଆଇଇଡି ଜବତ

Advertisment

ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି। ଯବାନମାନେ କୁମ୍ବିଂ ଅପରେସନ କରୁଥିବାବେଳେ ସରଣ୍ଡା ଜଙ୍ଗଲର ତୁମ୍ବାହାକାଠାରେ ଗୋଟିଏଜାଗାରୁ ୬ଟି ତୀର ଆଇଇଡି ଉଦ୍ଧାର କରାଯାଇଛି। ଉଦ୍ଧାରପରେ ସବୁଯାକ ଆଇଇଡିକୁ ଜଙ୍ଗଲରେ ହିଁ ନଷ୍ଟକରି ଦିଆଯାଇଛି।

ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି। ଯବାନମାନେ କୁମ୍ବିଂ ଅପରେସନ କରୁଥିବାବେଳେ ସରଣ୍ଡା ଜଙ୍ଗଲର ତୁମ୍ବାହାକାଠାରେ ଗୋଟିଏଜାଗାରୁ ୬ଟି ତୀର ଆଇଇଡି ଉଦ୍ଧାର କରାଯାଇଛି। ଉଦ୍ଧାରପରେ ସବୁଯାକ ଆଇଇଡିକୁ ଜଙ୍ଗଲରେ ହିଁ ନଷ୍ଟକରି ଦିଆଯାଇଛି।

maoist

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଜରାଇକେଲା ସୀମାନ୍ତରୁ ପ୍ରାୟ ୮୦ କିଲୋମିଟର ଦୂର ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ମାଓ ବିରୋଧୀ ଅଭିଯାନରେ ରବିବାର ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି। ଯବାନମାନେ କୁମ୍ବିଂ ଅପରେସନ କରୁଥିବାବେଳେ ସରଣ୍ଡା ଜଙ୍ଗଲର ତୁମ୍ବାହାକାଠାରେ ଗୋଟିଏଜାଗାରୁ ୬ଟି ତୀର ଆଇଇଡି ଉଦ୍ଧାର କରାଯାଇଛି। ଉଦ୍ଧାରପରେ ସବୁଯାକ ଆଇଇଡିକୁ ଜଙ୍ଗଲରେ ହିଁ ନଷ୍ଟକରି ଦିଆଯାଇଛି।

ଉଦ୍ଧାର ହୋଇଥିବା ଏହି ଆଇଇଡିଗୁଡ଼ିକ ଅତି ଶକ୍ତିଶାଳୀ ଓ ଘାତକ। ପୁଲିସ ଯବାନଙ୍କୁ ଟାର୍ଗେଟ୍‌ କରିବା ପାଇଁ ମାଓବାଦୀମାନେ ଏହି ଆଇଇଡିଗୁଡ଼ିକୁ ଜଙ୍ଗଲରେ ଲୁଚାଇ ରଖିଥିଲେ। ମାଓବାଦୀ ସଙ୍ଗଠନର ମିସିର ବେସରା, ଅନମୋଲ ଦା, ମୋଛୁ, ଅନଲ, ଅସୀମ ମଣ୍ଡଲ, ଅଜୟ ମାହାତୋ ଭଳି ବଡ଼ବଡ଼ ନେତା ନିଜନିଜ ଗୋଷ୍ଠୀ ସହ ସରଣ୍ଡା ଜଙ୍ଗଲରେ ଲୁଚି ରହିଛନ୍ତି। ଏହି ସୂଚନାକୁ କେନ୍ଦ୍ରକରି ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ୍‌ କ୍ରମାଗତଃ ମାଓବିରୋଧୀ ଅଭିଯାନ ଚଳାଇ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଉଦ୍ଧାର ହୋଇଥିବା ଏହି ଆଇଇଡିଗୁଡ଼ିକ ଅତି ଶକ୍ତିଶାଳୀ ଓ ଘାତକ। ପୁଲିସ ଯବାନଙ୍କୁ ଟାର୍ଗେଟ୍‌ କରିବା ପାଇଁ ମାଓବାଦୀମାନେ ଏହି ଆଇଇଡିଗୁଡ଼ିକୁ ଜଙ୍ଗଲରେ ଲୁଚାଇ ରଖିଥିଲେ। ମାଓବାଦୀ ସଙ୍ଗଠନର ମିସିର ବେସରା, ଅନମୋଲ ଦା, ମୋଛୁ, ଅନଲ, ଅସୀମ ମଣ୍ଡଲ, ଅଜୟ ମାହାତୋ ଭଳି ବଡ଼ବଡ଼ ନେତା ନିଜନିଜ ଗୋଷ୍ଠୀ ସହ ସରଣ୍ଡା ଜଙ୍ଗଲରେ ଲୁଚି ରହିଛନ୍ତି। ଏହି ସୂଚନାକୁ କେନ୍ଦ୍ରକରି ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ୍‌ କ୍ରମାଗତଃ ମାଓବିରୋଧୀ ଅଭିଯାନ ଚଳାଇ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe