ଘରେ ଗର୍ଭବତୀ ସ୍ତ୍ରୀ, ତେଲେଙ୍ଗାନାରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ଦାଦନ ସ୍ଵାମୀ

Advertisment

ଘରେ ଗର୍ଭବତୀ ସ୍ତ୍ରୀ, ତେଲେଙ୍ଗାନାରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ଦାଦନ ସ୍ଵାମୀ। ସିସିଟିଭିରେ କଏଦ ହୋଇଛି ମୃତ୍ଯୁ ବେଳର ଦୃଶ୍ଯ। ସ୍ବାମୀ ଓ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ସ୍ତ୍ରୀ ଓ ବାପା ମା ଦୁଖରେ ଭାଙ୍ଗି ପଡିଛନ୍ତି।

482ec253-7a44-4c2b-b8f8-9214087eb289

କାଲିମେଳା: ଘରେ ଗର୍ଭବତୀ ସ୍ତ୍ରୀ, ତେଲେଙ୍ଗାନାରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ଦାଦନ ସ୍ଵାମୀ। ସିସିଟିଭିରେ କଏଦ ହୋଇଛି ମୃତ୍ଯୁ ବେଳର ଦୃଶ୍ଯ। 

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍‌ପିଭି-୮୩ ଗ୍ରାମର ପିଣ୍ଟୁ ସାନା ଗତ କିଛି ଦିନ ତଳେ ତେଲେଙ୍ଗାନା ରାଜ୍ୟର ୱାରଙ୍ଗଲଠାରେ କାମଧନ୍ଦା ଲାଗି ଯାଇଥିଲେ। ତେବେ ଗତ ଶନିବାର ପିଣ୍ଟୁ ଲୁହା ଛଡ଼ କାଟିବା ସମୟରେ ବିଦ୍ଯୁତ ସଂସ୍ପର୍ଶରେ ଆସିଥିଲେ। ବିଦ୍ଯୁତ ଆଘାତ ଯୋଗୁ ପିଣ୍ଟୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ଯୁ ହୋଇଥିଲା। ମୃତ୍ଯୁ ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି।

ଘରେ ପିଣ୍ଟୁଙ୍କ ୯ ମାସର ଗର୍ଭବତୀ ସ୍ତ୍ରୀ ସାଙ୍ଗକୁ ବୁଢା ବାପା ମା। ତେବେ ସ୍ବାମୀ ଓ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ସ୍ତ୍ରୀ ଓ ବାପା ମା ଦୁଖରେ ଭାଙ୍ଗି ପଡିଛନ୍ତି। ଗତକାଲି ପିଣ୍ଟୁଙ୍କ ଶବ ଏମପିଭି ୮୩ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe