ସୁନ୍ଦରଗଡ଼ ଇବ ନଦୀରେ ମାଇନିଂ ବିଭାଗର ଚଢ଼ାଉ

Advertisment

ବାଲି ଚୋରା ଚାଲାଣ ସମୟରେ ଅଭିଯୋଗ ପାଇ ଖଣି ବିଭାଗ ଓ ପୁଲିସର ଚଢ଼ାଉ ଚାଲିଛି। ଲିଜ ନଥାଇ ଇବ ନଦୀ ଭୋଜପୁର ଘାଟରୁ ବାଲି ଚୋରା  ଚାଲାଣ କରୁଥିଲେ କିଛି ଅସାଧୁ ବ୍ୟବସାୟୀ। ଚଢ଼ାଉ ସମୟରେ ଅବଶ୍ୟ ଡ୍ରାଇଭର ଓ ମାଲିକ ଫେରାର ହୋଇଯାଇଛନ୍ତି।

ବାଲି ଚୋରା ଚାଲାଣ ସମୟରେ ଅଭିଯୋଗ ପାଇ ଖଣି ବିଭାଗ ଓ ପୁଲିସର ଚଢ଼ାଉ ଚାଲିଛି। ଲିଜ ନଥାଇ ଇବ ନଦୀ ଭୋଜପୁର ଘାଟରୁ ବାଲି ଚୋରା  ଚାଲାଣ କରୁଥିଲେ କିଛି ଅସାଧୁ ବ୍ୟବସାୟୀ। ଚଢ଼ାଉ ସମୟରେ ଅବଶ୍ୟ ଡ୍ରାଇଭର ଓ ମାଲିକ ଫେରାର ହୋଇଯାଇଛନ୍ତି।

ib


ସୁନ୍ଦରଗଡ଼: ବାଲି ଚୋରା ଚାଲାଣ ସମୟରେ ଅଭିଯୋଗ ପାଇ ଖଣି ବିଭାଗ ଓ ପୁଲିସର ଚଢ଼ାଉ ଚାଲିଛି। ଲିଜ ନଥାଇ ଇବ ନଦୀ ଭୋଜପୁର ଘାଟରୁ ବାଲି ଚୋରା  ଚାଲାଣ କରୁଥିଲେ କିଛି ଅସାଧୁ ବ୍ୟବସାୟୀ। ଚଢ଼ାଉ ସମୟରେ ଅବଶ୍ୟ ଡ୍ରାଇଭର ଓ ମାଲିକ ଫେରାର ହୋଇଯାଇଛନ୍ତି। ତେବେ ଘଟଣାସ୍ଥଳରୁ ୩ ପୋକଲିନ ମେସିନ  ଓ ଗୋଟିଏ ହାଇୱା ଜବତ କରିଛି ଖଣି ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe