ପୋଷା କୁକୁର ବାଡ଼ିରେ ପଶିଯିବାରୁ ୮ ବର୍ଷର ନାବାଳକକୁ ମାଡ଼ ଅଭିଯୋଗ

ପୋଷା କୁକୁର ବାଡ଼ିରେ ପଶିଯିବାରୁ ୮ ବର୍ଷର ନାବାଳକକୁ ମାଡ଼ ଅଭିଯୋଗ। ଗଛରୁ ଡାଳ ଭାଙ୍ଗି ବାଡେଇଲେ ପରିବାର ସଦସ୍ୟ। ନୋଳା ଫାଟି ଦେହରୁ ରକ୍ତ ବାହାରୁଛି ୮ ବର୍ଷ ନାବାଳକର।

cv

ଜଗତସିଂହପୁର: ପୋଷା କୁକୁର ବାଡ଼ିରେ ପଶିଯିବାରୁ ୮ ବର୍ଷର ନାବାଳକକୁ ମାଡ଼ ଅଭିଯୋଗ। ଗଛରୁ ଡାଳ ଭାଙ୍ଗି ବାଡେଇଲେ ପରିବାର ସଦସ୍ୟ। ନୋଳା ଫାଟି ଦେହରୁ ରକ୍ତ ବାହାରୁଛି ୮ ବର୍ଷ ନାବାଳକର। ଏନେଇ ଅଭାୟଚାନ୍ଦପୁର ଥାନାରେ ଏତଲା ଦେଇଛନ୍ତି ନାବାଳକର ମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe