ପୁଲିସ ଗାଡ଼ି ଧକ୍କାରେ ନାବାଳକ ମୃତ

Advertisment

ପୁଲିସ ଗାଡ଼ି ଧକ୍କାରେ ନାବାଳକ ମୃତ| ବ୍ରହ୍ମପୁର ସଦର ଥାନା ବାଲିପଡ଼ାଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମୃତକ ହେଲେ ୭ ବର୍ଷର ନାବାଳକ ସାଇ ସେଠୀ |

ପୁଲିସ ଗାଡ଼ି ଧକ୍କାରେ ନାବାଳକ ମୃତ| ବ୍ରହ୍ମପୁର ସଦର ଥାନା ବାଲିପଡ଼ାଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମୃତକ ହେଲେ ୭ ବର୍ଷର ନାବାଳକ ସାଇ ସେଠୀ |

Dead body of unidentified youth recovered:  The secret of death will be revealed after the interval

ବ୍ରହ୍ମପୁର: ପୁଲିସ ଗାଡ଼ି ଧକ୍କାରେ ନାବାଳକ ମୃତ| ବ୍ରହ୍ମପୁର ସଦର ଥାନା ବାଲିପଡ଼ାଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମୃତକ ହେଲେ ୭ ବର୍ଷର ନାବାଳକ ସାଇ ସେଠୀ |

ପୁଲିସ ଗାଡ଼ି ଧକ୍କାରେ ନାବାଳକ ମୃତ| ବ୍ରହ୍ମପୁର ସଦର ଥାନା ବାଲିପଡ଼ାଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମୃତକ ହେଲେ ୭ ବର୍ଷର ନାବାଳକ ସାଇ ସେଠୀ | ଏହି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିଲକ୍ଷିତ ହୋଇଛି | ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ | କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ବି ଦେଇଛନ୍ତି ସ୍ଥାନୀୟ ଲୋକେ |

ଏହି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିଲକ୍ଷିତ ହୋଇଛି | ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ | କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ବି ଦେଇଛନ୍ତି ସ୍ଥାନୀୟ ଲୋକେ | ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଚଳାଇଛି|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe