ପୋଖରୀରେ ବୁଡ଼ି ଚାଲିଗଲା ୪ବର୍ଷର ଶିଶୁର ଜୀବନ

Advertisment

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧୀନ ଅନ୍ତୁଆର୍ ପଞ୍ଚାୟତ ତରଳାପଡ଼ା ପଣ୍ଡାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ୪ବର୍ଷର ଶିଶୁପୁତ୍ର ମୃତ। ଘଟଣା ପ୍ରକଟ ହେବା ପରେ ଏଠାରେ ଶୋକର ଛାୟ ଖେଳିଯାଇଛି।

ପୋଖରୀରେ ବୁଡ଼ି ୨ ନାବାଳକ ଭାଇଙ୍କ ମୃତ୍ୟୁ

ବାମନାଳ: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧୀନ ଅନ୍ତୁଆର୍ ପଞ୍ଚାୟତ ତରଳାପଡ଼ା ପଣ୍ଡାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ୪ବର୍ଷର ଶିଶୁପୁତ୍ର ମୃତ। ଘଟଣା ପ୍ରକଟ ହେବା ପରେ ଏଠାରେ ଶୋକର ଛାୟ ଖେଳିଯାଇଛି।

ସୂଚନା ମୁତାବକ, ତରଳାପଡ଼ା ପଣ୍ଡାସାହି ଗ୍ରାମ ମଝିରେ ଥିବା ଏକ ପୋଖରୀ ନିକଟରେ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ୪ବର୍ଷର ଶିଶୁପୁତ୍ର ପ୍ରାଣ ହରାଇଥିଲା। ତେବେ ଘଟଣା ସ୍ଥଳରେ ନିମାପଡ଼ା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ଶିଶୁଟିର ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା। ମୃତ ଶିଶୁଟି ସେହି ଗ୍ରାମର ବାସିନ୍ଦା ସୁବାସ ଦାସଙ୍କ ପୁଅ ଶୁଭମ୍ ଦାସ ବୋଲି ଜଣାପଡ଼ିଛି। ଘଟଣାଟି ଘଟିବା ପରେ ପରିବାର ସହିତ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe