ନଦୀରେ ବୁଡ଼ି ନାବାଳିକା ମୃତ

Advertisment

ଗାଧୋଇବା ସମୟରେ ସମୀରାର ଗୋଡ଼ ଖସିଯିବାରୁ ସେ ଗଭୀରପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲା। ବହୁ ଖୋଜାଖୋଜି ପରେ ସମୀରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୋମବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ଗାଧୋଇବା ସମୟରେ ସମୀରାର ଗୋଡ଼ ଖସିଯିବାରୁ ସେ ଗଭୀରପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲା। ବହୁ ଖୋଜାଖୋଜି ପରେ ସମୀରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୋମବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

Missing farmer's body recovered from pond: He drowned while going for a swim

Missing farmer's body recovered from pond: He drowned while going for a swim Photograph: (sambad.in)

ବିଶ୍ରା: ରବିବାର ଜବାଘାଟ ଅଞ୍ଚଳରେ ନଦୀରେ ବୁଡ଼ି ନନ୍ଦ ସମାସୀଙ୍କ ଝିଅ ସମୀରା(୮ବର୍ଷ)ର ମୃତ୍ୟୁ ହୋଇଛି।  ଦିନ ପ୍ରାୟ ୧୧ଟାବେଳେ ସମୀରା ନିଜ ବଡ଼ଭଉଣୀ ସହିତ ଗାଧୋଇବାକୁ ନିକଟସ୍ଥ କୋଏଲନଦୀକୁ ଯାଇଥିଲା। ଗାଧୋଇବା ସମୟରେ ସମୀରାର ଗୋଡ଼ ଖସିଯିବାରୁ ସେ ଗଭୀରପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲା। ଭଉଣୀ ଘରକୁ ଆସି ପରିବାର ଲୋକଙ୍କୁ ସମୀରାଙ୍କ ବୁଡ଼ିଯିବା ବିଷୟରେ ଜଣାଇବା ପରେ ସେମାନେ ନଦୀଘାଟକୁ ଦୌଡ଼ିଯିବା ସହ ବନ୍ଧମୁଣ୍ଡା ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ସମୀରା ନିଜ ବଡ଼ଭଉଣୀ ସହିତ ଗାଧୋଇବାକୁ ନିକଟସ୍ଥ କୋଏଲନଦୀକୁ ଯାଇଥିଲା। ଗାଧୋଇବା ସମୟରେ ସମୀରାର ଗୋଡ଼ ଖସିଯିବାରୁ ସେ ଗଭୀରପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲା। ଭଉଣୀ ଘରକୁ ଆସି ପରିବାର ଲୋକଙ୍କୁ ସମୀରାଙ୍କ ବୁଡ଼ିଯିବା ବିଷୟରେ ଜଣାଇବା ପରେ ସେମାନେ ନଦୀଘାଟକୁ ଦୌଡ଼ିଯିବା ସହ ବନ୍ଧମୁଣ୍ଡା ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ସମୀରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ବହୁ ଖୋଜାଖୋଜି ପରେ ସମୀରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବନ୍ଧମୁଣ୍ଡା ପୁଲିସ ଏକ ମାମଲା ରୁଜୁକରି ରାଉରକେଲା ସରକାରୀ ଡାକ୍ତରଖାନାର ଶବାଗାରରେ ରଖିଛି। ସୋମବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe