ନାବାଳିକାଙ୍କୁ ଦୁଷ୍କର୍ମ ; ବନ୍ଧା ହେଲେ ଯୁବକ

ସୋନାପର୍ବତ ଅଞ୍ଚଳର ଜଣେ ନାବାଳିକା ଝିଅ (୧୭) ସହିତ ଗୋପବନ୍ଧୁ ନଗର ଅଞ୍ଚଳର ମୃତ୍ୟଞ୍ଜୟ ଓରାମ (୨୨) ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଅଭିଯୁକ୍ତ ମୃତ୍ୟଞ୍ଜୟକୁ ଗିରଫ କରି କୋର୍ଟଚାଲାଣ କରିଛି।

arrest

Photograph: (Van Severen Law Office)

ସାରନଗରୀ: ସୋନାପର୍ବତ ଅଞ୍ଚଳର ଜଣେ ନାବାଳିକା ଝିଅ (୧୭) ସହିତ ଗୋପବନ୍ଧୁ ନଗର ଅଞ୍ଚଳର ମୃତ୍ୟଞ୍ଜୟ ଓରାମ (୨୨) ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହିତ ପରବର୍ତ୍ତୀ ସମୟରେ ଠକି ଦେଇଥିଲେ। ନାବାଳିକାଙ୍କ ପରିବାର ଲୋକେ ମୃତ୍ୟଞ୍ଜୟଙ୍କୁ ବାରମ୍ବାର ଆପୋସ ସମାଧାନ ପାଇଁ ଡାକିଥିଲେ ମଧ୍ୟ ମୃତ୍ୟଞ୍ଜୟ ଧରାଛୁଆଁ ଦେଇ ନଥିଲେ। 

ସୋନାପର୍ବତ ଅଞ୍ଚଳର ଜଣେ ନାବାଳିକା ଝିଅ (୧୭) ସହିତ ଗୋପବନ୍ଧୁ ନଗର ଅଞ୍ଚଳର ମୃତ୍ୟଞ୍ଜୟ ଓରାମ (୨୨) ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହିତ ପରବର୍ତ୍ତୀ ସମୟରେ ଠକି ଦେଇଥିଲେ। ନାବାଳିକାଙ୍କ ପରିବାର ଲୋକେ ମୃତ୍ୟଞ୍ଜୟଙ୍କୁ ବାରମ୍ବାର ଆପୋସ ସମାଧାନ ପାଇଁ ଡାକିଥିଲେ ମଧ୍ୟ ମୃତ୍ୟଞ୍ଜୟ ଧରାଛୁଆଁ ଦେଇ ନଥିଲେ। ଏନେଇ  ନାବାଳିକାଙ୍କ ପରିବାର ଲୋକେ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମୃତ୍ୟଞ୍ଜୟକୁ ଗିରଫ କରି କୋର୍ଟଚାଲାଣ କରିଛି।

ଏ ନେଇ  ନାବାଳିକାଙ୍କ ପରିବାର ଲୋକେ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମୃତ୍ୟଞ୍ଜୟକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe