ଆନ୍ଧ୍ରରୁ ଗାଈବାଛୁରୀ ଆଣିବା ବେଳେ ପଳାଶୁଣୀ ଛକରେ ମାଡ଼ ଅଭିଯୋଗ

ଆନ୍ଧ୍ରରୁ ସିଠାଳ ଯାଉଥିବା ବେଳେ ପଳାଶୁଣୀ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। କାମଧେନୁ ଯୋଜନାରେ ଋଣରେ ଦୁଇଟି ଗାଡ଼ିରେ ଚାରିଟି ଗାଈ ସାଙ୍ଗକୁ ତିନୋଟି ବାଛୁରୀ ଆନ୍ଧ୍ରରୁ ଆଣିବା ବେଳେ ପଳାଶୁଣୀ ଛକ ନିକଟରେ ଅଟକାଇଥିଲେ ଦୁର୍ବୃତ୍ତ।

Untitled

ଭୁବନେଶ୍ବର: ଆନ୍ଧ୍ରରୁ ସିଠାଳ ଯାଉଥିବା ବେଳେ ପଳାଶୁଣୀ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। କାମଧେନୁ ଯୋଜନାରେ ଋଣରେ ଦୁଇଟି ଗାଡ଼ିରେ ଚାରିଟି ଗାଈ ସାଙ୍ଗକୁ ତିନୋଟି ବାଛୁରୀ ଆନ୍ଧ୍ରରୁ ଆଣିବା ବେଳେ ପଳାଶୁଣୀ ଛକ ନିକଟରେ ଅଟକାଇଥିଲେ ଦୁର୍ବୃତ୍ତ। ନିଜକୁ ଗୋରକ୍ଷକ ବାହିନୀର ଲୋକ କହି ପ୍ରମାଣପତ୍ର ମାଗିଥିଲେ।

ଆନ୍ଧ୍ରରୁ ସିଠାଳ ଯାଉଥିବା ବେଳେ ପଳାଶୁଣୀ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। କାମଧେନୁ ଯୋଜନାରେ ଋଣରେ ଦୁଇଟି ଗାଡ଼ିରେ ଚାରିଟି ଗାଈ ସାଙ୍ଗକୁ ତିନୋଟି ବାଛୁରୀ ଆନ୍ଧ୍ରରୁ ଆଣିବା ବେଳେ ପଳାଶୁଣୀ ଛକ ନିକଟରେ ଅଟକାଇଥିଲେ ଦୁର୍ବୃତ୍ତ। ନିଜକୁ ଗୋରକ୍ଷକ ବାହିନୀର ଲୋକ କହି ପ୍ରମାଣପତ୍ର ମାଗିଥିଲେ। ପରେ ପ୍ରମାଣମୂଳକ କାଗଜକୁ ଜାଲ ବୋଲି କହି ଲଙ୍ଗଳା କରି ମାଡ଼ ମାରିଥିବା ଅଭିଯୋଗ କରି ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ଜିଲ୍ଲା ସିଠାଳର କେତେକ ବ୍ୟକ୍ତି।

ପରେ ପ୍ରମାଣମୂଳକ କାଗଜକୁ ଜାଲ ବୋଲି କହି ଲଙ୍ଗଳା କରି ମାଡ଼ ମାରିଥିବା ଅଭିଯୋଗ କରି ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ଜିଲ୍ଲା ସିଠାଳର କେତେକ ବ୍ୟକ୍ତି। ଏହି ଗଣ୍ଡଗୋଳ ଭିତରେ ଗୋଟିଏ ବାଛୁରୀ ଜୀବନ ହାରିଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe