ଜାରକା ଦେଉଳି ହନୁମାନ ମନ୍ଦିରରେ ଭଙ୍ଗାରୁଜା, ପଥରରେ ଛେଚି ମୂର୍ତ୍ତି ଭାଙ୍ଗିଲେ

Advertisment

ଗତକାଲି ରାତିରେ ଯାଜପୁର ଜିଲ୍ଲା ଜାରକା ଦେଉଳି ହନୁମାନ ମନ୍ଦିରରେ କେହି ଦୁର୍ବୃତ୍ତ ମନ୍ଦିର ଗ୍ରୀଲ ଭାଙ୍ଗି ହନୁମାନ ମୂର୍ତ୍ତିକୁ ପଥରରେ ଛେଚି ଭାଙ୍ଗିବା ସହିତ ମୁର୍ତ୍ତିର ଆଖି ତାଡ଼ି ନେଇଥିବା ଜଣା ଯାଇଛି ।

ଗତକାଲି ରାତିରେ ଯାଜପୁର ଜିଲ୍ଲା ଜାରକା ଦେଉଳି ହନୁମାନ ମନ୍ଦିରରେ କେହି ଦୁର୍ବୃତ୍ତ ମନ୍ଦିର ଗ୍ରୀଲ ଭାଙ୍ଗି ହନୁମାନ ମୂର୍ତ୍ତିକୁ ପଥରରେ ଛେଚି ଭାଙ୍ଗିବା ସହିତ ମୁର୍ତ୍ତିର ଆଖି ତାଡ଼ି ନେଇଥିବା ଜଣା ଯାଇଛି ।

ଭଗ

ଯାଜପୁର: ଗତକାଲି ରାତିରେ ଯାଜପୁର ଜିଲ୍ଲା ଜାରକା ଦେଉଳି ହନୁମାନ ମନ୍ଦିରରେ କେହି ଦୁର୍ବୃତ୍ତ ମନ୍ଦିର ଗ୍ରୀଲ ଭାଙ୍ଗି ହନୁମାନ ମୂର୍ତ୍ତିକୁ ପଥରରେ ଛେଚି ଭାଙ୍ଗିବା ସହିତ ମୁର୍ତ୍ତିର ଆଖି ତାଡ଼ି ନେଇଥିବା ଜଣା ଯାଇଛି । ଏହା ସହିତ ମନ୍ଦିରର ଆସବାବପତ୍ରକୁ ଫୋପାଡ଼ି ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀଵ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ଯାଇଛି। ପୁଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଧରିବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe