Thieves Looted gold and silver crowns from Soro Jagannath temple Photograph: (sambad.in)
ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଅଡିଆ ଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀ ନିଖୋଜ ଥିବା ନେଇ ଗତ ଚାରିଦିନ ତଳେ ସୋର ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ଯୁବତୀଜଣଙ୍କ ଆନ୍ଧ୍ର ପ୍ରଦେଶରେ ରାସ୍ତାକଡ଼ରେ ମୂମୂର୍ଷୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଥାନାରେ ଜିମା ଦେବା ସହ ପରିବାର ଲୋକଙ୍କୁ ଏ ବାବଦରେ ଜଣାଇଥିଲେ।
ଅଡିଆ ଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଆନ୍ଧ୍ର ପ୍ରଦେଶରେ ରାସ୍ତାକଡ଼ରେ ମୂମୂର୍ଷୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଥାନାରେ ଜିମା ଦେବା ସହ ପରିବାର ଲୋକଙ୍କୁ ଏ ବାବଦରେ ଜଣାଇଥିଲେ। ଖବର ପାଇ ସୋର ପୁଲିସ ଏକ ଟିମ ଗଠନ କରି ଆନ୍ଧ୍ର ଅଭିମୁଖେ ଯାଇ ଯୁବତୀଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଏ ଘଟଣାରେ ଭଦ୍ରକ ଅଂଚଳର ଜଣେ ଯୁବକଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଖବର ପାଇ ସୋର ପୁଲିସ ଏକ ଟିମ ଗଠନ କରି ଆନ୍ଧ୍ର ଅଭିମୁଖେ ଯାଇ ଯୁବତୀଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଏ ଘଟଣାରେ ଭଦ୍ରକ ଅଂଚଳର ଜଣେ ଯୁବକଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Follow Us