ବିଧାୟକ ରଜନୀକାନ୍ତ ସିଂ ହେବେ ଉପବାଚସ୍ପତି!

ବିଧାୟକ ରଜନୀକାନ୍ତ ସିଂ ହେବେ ଉପବାଚସ୍ପତି!

Naveen Pattnaik.com

ଭୁବନେଶ୍ୱର: ଅନୁଗୁଳ ବିଜେଡି ବିଧାୟକ ରଜନୀକାନ୍ତ ସିଂ ଉପବାଚସ୍ପତି ହୋଇପାରନ୍ତି। ଉପବାଚସ୍ପତି ପଦ ପାଇଁ ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ମନୋନୀତ କରାଯାଇଛି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଦଳର ଉପମୁଖ୍ୟ ସଚେତକ ନିଯୁକ୍ତ ହୋଇଛନ୍ତି। ପ୍ରଣବକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ଦଳର ସାଧାରଣ ସଂପାଦକ ବିଜୟ ନାୟକଙ୍କ ପକ୍ଷରୁ ପ୍ରେସ ଇସ୍ତାହାରରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe