ଅମିତ ଶାହା ୫୧୧୧୮୦ ଓ ପ୍ରଧାନମନ୍ତ୍ରୀ ମୋଦି ୪ ଲକ୍ଷ ଭୋଟ୍‌ରେ ଆଗୁଆ

Advertisment
ଅମିତ ଶାହା ୫୧୧୧୮୦ ଓ ପ୍ରଧାନମନ୍ତ୍ରୀ ମୋଦି ୪ ଲକ୍ଷ ଭୋଟ୍‌ରେ ଆଗୁଆ

ନୂଆଦିଲ୍ଲୀ: ନିର୍ବାଚନ କମିସନ୍‌ଙ୍କ େଓ୍ଵବ୍‌ସାଇଟ୍‌ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରେ ୪ ଲକ୍ଷ ଭୋଟ୍‌ରେ ଆଗୁଆ ରହିଛନ୍ତି। ତାଙ୍କ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ।

ଗାନ୍ଧୀନଗର ଆସନରୁ ବିଜେପି ଅଧ୍ୟକ୍ଷ କଂଗ୍ରେସ ପ୍ରାର୍ଥୀ ସିଜେ ଚବଡ଼ାଙ୍କ ଠାରୁ ୫୧୧୧୮୦ ଭୋଟ୍‌ରେ ଆଗୁଆ ରହିଛନ୍ତି। ସେ ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ପହଞ୍ଚିବା ପରେ କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି।

ଆମେଥି ଆସନରେ ସ୍ମୃତି ଇରାନି ରାହୁଳ ଗାନ୍ଧୀଙ୍କ ଠାରୁ ପ୍ରାୟ ୧୫, ୦୦୦ ଭୋଟ୍‌ରେ ଆଗୁଆ ରହିଛନ୍ତି। କିନ୍ତୁ, କେରଳର େଓ୍ଵୟାନାଡ଼ ଆସନରେ ରାହୁଳ ଗାନ୍ଧୀ ୭, ୯୦, ୦୦୦ ଭୋଟ୍‌ରେ ଆଗୁଆ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe