‘ମୋଦୀ ମୋଦୀ ୟେସ୍‌ ପାପା’! ଟ୍ଵିଟର୍‌ରେ ଘୂରିଲା ଆର୍‌ଜେଡିର ନୂଆ ରାଇମ୍‌

Advertisment
‘ମୋଦୀ ମୋଦୀ ୟେସ୍‌ ପାପା’! ଟ୍ଵିଟର୍‌ରେ ଘୂରିଲା ଆର୍‌ଜେଡିର ନୂଆ ରାଇମ୍‌

(Image: PTI)

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ କଳାତ୍ମକ ଢଙ୍ଗରେ ଆକ୍ରମଣ କରିଛି। ନର୍ସରି ରାଇମ୍‌ ‘ଜନି ଜନି ୟେସ୍‌ ପାପା’ ଢଙ୍ଗରେ ‘ମୋଦୀ ମୋଦୀ ୟେସ୍‌ ପାପା’ ନାମରେ ଏକ ରାଇମ୍‌ ବାହାର କରିଛି ରାଷ୍ଟ୍ରୀୟ ଜନତା ଦଳ। ଆର୍‌ଜେଡି ତା’ର ଅଫିସିଆଲ୍‌ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏହି ରାଇମ୍‌କୁ ସେୟାର୍‌ କରି ଆଗାମୀ ଦିନରେ ମୋଦୀଙ୍କ ଭକ୍ତମାନେ ଏହି ରାଇମ୍‌ ଗାଇବେ ବୋଲି ଲେଖିଛି।

ଉଲ୍ଲେଖଯୋଗ୍ୟ, ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଦଳ ଆର୍‌ଜେଡି ରାଜ୍ୟର ରାଜ୍ୟର ଗଠବନ୍ଧନ ସହଯୋଗୀ ଦଳଗୁଡ଼ିକ ମଧ୍ୟରୁ ଅନ୍ୟତମ। ସୋମବାର ଯାଦବ ଆଗୁ ଚିନ୍ତା କରି କହିଛନ୍ତି ଯେ ମେ ୨୩ ତାରିଖରେ ଏକ ରାଜନୈତିକ ଭୂକମ୍ପ ଘଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe