ପରିତ୍ୟକ୍ତ କୂଅରେ ୧୦ରୁ ଊର୍ଦ୍ଧ୍ବ ଜଙ୍ଗଲି ବାରହା ଠାବ

Advertisment

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମ କିଶାନ ସାହିରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୧୦ରୁ ଊର୍ଦ୍ଧ୍ବ ଜଙ୍ଗଲି ବାରହା।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମ କିଶାନ ସାହିରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୧୦ରୁ ଊର୍ଦ୍ଧ୍ବ ଜଙ୍ଗଲି ବାରହା।

sba

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମ କିଶାନ ସାହିରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୧୦ରୁ ଊର୍ଦ୍ଧ୍ବ ଜଙ୍ଗଲି ବାରହା।

ବନ ବିଭାଗକୁ ଉଦ୍ଧାର ପାଇଁ ଖବର ଦିଆଯାଇଛି। ତେବ ଏତେ ସଂଖ୍ୟକ ବାରହା କେଉଁଠୁ ଆସିଲେ ଏବଂ କିପରି ସେମାନେ ପରିତ୍ୟକ୍ତ କୂଅରେ ପଡ଼ିଲେ, ତାହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe