ଗ୍ୟାସ ଟାଙ୍କିରୁ ନିଆଁ ଲାଗି ମା ଓ ପୁଅ ଗୁରୁତର, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ପଞ୍ଚାୟତ ମୁନିସବିରା ଗ୍ରାମରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଯିବାରୁ ପୋଡ଼ିଯାଇ ମା ଓ ପୁଅ ଗୁରୁତର ଆହତ ହୋଇଛନ୍ତି।

Woman inmate runs away from SCB Medical Center after kicking jail guard

Woman inmate runs away from SCB Medical Center after kicking jail guard

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ପଞ୍ଚାୟତ ମୁନିସବିରା ଗ୍ରାମରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଯିବାରୁ ପୋଡ଼ିଯାଇ ମା ଓ ପୁଅ ଗୁରୁତର ଆହତ ହୋଇଛନ୍ତି।

ଗୌରାଙ୍ଗ ସାହୁଙ୍କ ସ୍ତ୍ରୀ ଭାରତୀ ସାହୁ(୪୭) ରୋଷେଇ ଘରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ଟାଙ୍କି ଲିକ ହୋଇ ନିଆଁ ଲାଗିଯିବାରୁ ଭାରତୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତାଙ୍କୁ ବଞ୍ଚାଇବାକୁ  ତାଙ୍କ ପୁଅ ପ୍ରଶାନ୍ତ ସାହୁ(୨୦)  ଆସିଥିବା ବେଳେ ସେ ମଧ୍ୟ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ  ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନା ଅନୁସାରେ ଏହି ଗ୍ରାମର ଗୌରାଙ୍ଗ ସାହୁଙ୍କ ସ୍ତ୍ରୀ ଭାରତୀ ସାହୁ(୪୭) ରୋଷେଇ ଘରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ଟାଙ୍କି ଲିକ ହୋଇ ନିଆଁ ଲାଗିଯିବାରୁ ଭାରତୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତାଙ୍କୁ ବଞ୍ଚାଇବାକୁ  ତାଙ୍କ ପୁଅ ପ୍ରଶାନ୍ତ ସାହୁ(୨୦)  ଆସିଥିବା ବେଳେ ସେ ମଧ୍ୟ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ  ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe