ବାଣ ତିଆରି ବେଳେ ଅଘଟଣ: ମଶା ଧୂପରୁ ନିଆଁ ପଡ଼ି ବିସ୍ଫୋରଣ, ମା ଓ ପୁଅ ଗୁରୁତର

ଜଳେଶ୍ୱର ଥାନା ଆରୁହା ପଞ୍ଚାୟତର ଶାଳିକୋଠା ଗ୍ରାମରେ ବାଣ ତିଆରି ବେଳେ ଅଘଟଣ। ବାଣ ତିଆରି ହେଉଥିବା ବିସ୍ପୋରକ ଉପରେ ଜଳନ୍ତା ମଶାବତୀରୁ ନିଆଁ ପଡ଼ି ବିସ୍ଫୋରଣ ହୋଇଛି। ବିସ୍ପୋରଣରେ ମା ଓ ପୁଅ ଗୁରୁତର ହୋଇଛନ୍ତି।

dhh balasore

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ପଞ୍ଚାୟତର ଶାଳିକୋଠା ଗ୍ରାମରେ ବାଣ ତିଆରି ବେଳେ ଅଘଟଣ। ବାଣ ତିଆରି ହେଉଥିବା ବିସ୍ପୋରକ ଉପରେ ଜଳନ୍ତା ମଶାବତୀରୁ ନିଆଁ ପଡ଼ି ବିସ୍ଫୋରଣ ହୋଇଛି। ବିସ୍ପୋରଣରେ ମା ଓ ପୁଅ ଗୁରୁତର ହୋଇଛନ୍ତି।

ଶାଳିକୋଠା ଗ୍ରାମରେ ଜଣେ ମହିଳା ବାଣ ତିଆରି କରୁଥିଲେ। ବାଣ ତିଆରିରେ ବ୍ୟବହୃତ ହେଉଥିବା ବିସ୍ପୋରକ ମହିଳାଙ୍କ ନିକଟରେ ଥିଲା। ଏହି ସମୟରେ ତାଙ୍କର ୧୦ ବର୍ଷର ପୁଅ ଏକ ଜଳନ୍ତା ମଶାବତୀର କଏଲ ଧରି ମା ପାଖକୁ ଆସୁଥିବା ବେଳେ କଏଲରୁ ସାମାନ୍ୟ ନିଆଁ ଖସି ପଡ଼ିଥିଲା। ତେବେ ଏହି ନିଆଁ ବିସ୍ପୋରକ ଉପରେ ପଡ଼ିବା ପରେ ସେଠାରେ ଏକ ବିସ୍ପୋରଣ ହୋଇଥିଲା। ବିସ୍ପୋରଣରେ ମା ଓ ପୁଅ ଉଭୟ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ଓ ପରେ ସେଠାରୁ ବାଲେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା।

ବିବରଣୀରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ଶାଳିକୋଠା ଗ୍ରାମରେ ଜଣେ ମହିଳା ବାଣ ତିଆରି କରୁଥିଲେ। ବାଣ ତିଆରିରେ ବ୍ୟବହୃତ ହେଉଥିବା ବିସ୍ପୋରକ ମହିଳାଙ୍କ ନିକଟରେ ଥିଲା। ଏହି ସମୟରେ ତାଙ୍କର ୧୦ ବର୍ଷର ପୁଅ ଏକ ଜଳନ୍ତା ମଶାବତୀର କଏଲ ଧରି ମା ପାଖକୁ ଆସୁଥିବା ବେଳେ କଏଲରୁ ସାମାନ୍ୟ ନିଆଁ ଖସି ପଡ଼ିଥିଲା। ତେବେ ଏହି ନିଆଁ ବିସ୍ପୋରକ ଉପରେ ପଡ଼ିବା ପରେ ସେଠାରେ ଏକ ବିସ୍ପୋରଣ ହୋଇଥିଲା। ବିସ୍ପୋରଣରେ ମା ଓ ପୁଅ ଉଭୟ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ଓ ପରେ ସେଠାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe