ରାଜଧାନୀରେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

Advertisment
ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

sisat

ଭୁବନେଶ୍ବର: ରାଜଧାନୀର ଅଶୋକ ନଗରରେ ଥିବା ବାସୁଦେବ ଟ୍ରେଡ ସେଣ୍ଟରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ସନ୍ତୋଷ ରାଉତଙ୍କ ମୃତଦେହ ମିଳିଛି। ଯେଉଁଠି ସେ ରାତି ଡିଉଟି କରୁଥିଲେ ସେଠି ସକାଳୁ ଦେଖିବା ବେଳକୁ ତାଙ୍କ ମୃତଦେହ ବିଲଡିଂ ବାହାରେ ପଡ଼ିଛି। କୁହାଯାଉଛି ରାତିରେ କିଏ ଛାତ ଉପରୁ ଠେଲି ଦେଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe