ଲଛିପୁର:ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅଧୀନରେ ଥିବା ଲୁପୁରସିଂହl ଗ୍ରାମରେ ଗତକାଲି ସନ୍ଧ୍ୟlରେ ଏକ ହତ୍ୟାକାଣ୍ଡ ଘଟି ଜଣକର ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଉକ୍ତ ଗ୍ରାମର କାର୍ତ୍ତିକ ବରିହାl ଖେତରେ ପାଣି ମଡ଼ାଇବାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି l
ଲଛିପୁର ଥାନା ଅଧୀନରେ ଥିବା ଲୁପୁରସିଂହl ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟି ଜଣକର ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଉକ୍ତ ଗ୍ରାମର କାର୍ତ୍ତିକ ବରିହାl ଖେତରେ ପାଣି ମଡ଼ାଇବାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି l ତେବେ ମୃତକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇନଥିବା ବେଳେ ଆଜି ସାଇଣ୍ଟିଫିକ ଟିମ୍ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଭୋଜରlଜ ସl କହିଛନ୍ତି l ରାତ୍ରୀ ହେବାରୁ ଘଟଣା ସ୍ଥଳରେ ଶବ ପଡ଼ିରହିଥିଲା।
ତେବେ ମୃତକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇନଥିବା ବେଳେ ଆଜି ସାଇଣ୍ଟିଫିକ ଟିମ୍ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଭୋଜରlଜ ସl କହିଛନ୍ତି l ରାତ୍ରୀ ହେବାରୁ ଘଟଣା ସ୍ଥଳରେ ଶବ ପଡ଼ିରହିଥିଲା।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପାଣିମୋରା ଗାଁରେ ଜମିବାଡ଼ିକୁ କେନ୍ଦ୍ରକରିଏକ ହତ୍ୟାକାଣ୍ଡ ଘଟିଥିଲା। ମୃତକ ହେଲେ ନବୀନ ମଲ୍ଲିକl ଅଭିଯୁକ୍ତକୁ ପୁଲିସ ଅଟକ ରଖିଥିଲା।ଅଭିଯୋଗ ଆକାରରେ ନବୀନ ନିଜେ ଚାଷ କରିଥିବା ଡ଼ାଳୁଅ ଧାନ କିଆରିରେ ପାଣି ମଡ଼ାଉଥିଲେl ଏହି ସମୟରେ ନବୀନଙ୍କ ପୁତୁରା ମଣ୍ଟୁ ଜମିକୁ ଆସୁଥିଲେl ସେଠାରେ ପାଣି ମଡାଇବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ କୋଡ଼ିରେ ନବୀନଙ୍କୁ ମଣ୍ଟୁ ଆକ୍ରମଣ କରିଥିଲାl ଘଟଣାସ୍ଥଳରୁ ନବୀନଙ୍କୁ ପରିବାର ଲୋକେ ଉଦ୍ଧାର କରି ତରଭା ଡାକ୍ତରଖାନାକୁ ଆଣିଥିଲେl ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl ପୁତୁରା
  
 Follow Us