ପାହାଡ଼ରୁ ଧସିଲା ମାଟି ଅତଡ଼ା, ନାରାୟଣପାଟଣା- ଦାମନଯୋଡ଼ି ରାସ୍ତା ବନ୍ଦ

Advertisment

ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଧସିଲା ମାଟି ଅତଡା। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବିଜାଘାଟି ରାସ୍ତା ଉପରେ ପଡିଛି ମାଟି ଅତଡ଼ା। ଏହାଫଳରେ ନାରାୟଣପାଟଣା ଓ ଦାମନଯୋଡ଼ିକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ରହିଛି।

ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଧସିଲା ମାଟି ଅତଡା। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବିଜାଘାଟି ରାସ୍ତା ଉପରେ ପଡିଛି ମାଟି ଅତଡ଼ା। ଏହାଫଳରେ ନାରାୟଣପାଟଣା ଓ ଦାମନଯୋଡ଼ିକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ରହିଛି।

Untitled890

କୋରାପୁଟ: ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଧସିଲା ମାଟି ଅତଡା। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବିଜାଘାଟି ରାସ୍ତା ଉପରେ ପଡିଛି ମାଟି ଅତଡ଼ା। ଏହାଫଳରେ ନାରାୟଣପାଟଣା ଓ ଦାମନଯୋଡ଼ିକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ରହିଛି।

ରିପୋର୍ଟ ଲେଖାଯିବା ସୁଦ୍ଧା ରାସ୍ତାରୁ ମାଟି ଅତଡ଼ା ହଟାଇ ଦିଆଯାଇନାହିଁ। ସ୍ଥାନୀୟ ଲୋକଙ୍କ ଯାତାୟତରେ ଅସୁିିଧା ପରିଲକ୍ଷିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe