ସୀମାନ୍ତରେ କାରରେ ନିଆଁ ଲଗାଇଦେଲେ ନକ୍ସଲ୍

ଆନ୍ଧ୍ର-ତେଲେଙ୍ଗାନା ସୀମାରେ ନକ୍ସଲମାନେ ଏକ କାରରେ ନିଆଁ ଲଗାଇଦେଇଥିବା ଜଣାଯାଇଛି। ଆଲୁରି ସିତରାମରାଜୁ ଜିଲ୍ଲାର ଚିନ୍ତୁର ଥାନା ଅନ୍ତର୍ଗତ ଚିନ୍ତୁର ଏବଂ ଭଦ୍ରାଞ୍ଚଳମ ରାସ୍ତାରେ ଏକ କାରକୁ ନକ୍ସଲ ନିଆଁ ଲଗାଇ ପୋଡ଼ିଦେଇଛନ୍ତି।

bhj

ମାଲକାନଗିରି: ଆନ୍ଧ୍ର-ତେଲେଙ୍ଗାନା ସୀମାରେ ନକ୍ସଲମାନେ ଏକ କାରରେ ନିଆଁ ଲଗାଇଦେଇଥିବା ଜଣାଯାଇଛି। ଆଲୁରି ସିତରାମରାଜୁ ଜିଲ୍ଲାର ଚିନ୍ତୁର ଥାନା ଅନ୍ତର୍ଗତ ଚିନ୍ତୁର ଏବଂ ଭଦ୍ରାଞ୍ଚଳମ ରାସ୍ତାରେ ଏକ କାରକୁ ନକ୍ସଲ ନିଆଁ ଲଗାଇ ପୋଡ଼ିଦେଇଛନ୍ତି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ନକ୍ସଲମାନେ ଏବେ ହିଂସାତ୍ମକ ହୋଇପଡ଼ିଛନ୍ତି। ନକ୍ସଲମାନେ ନିରୀହଙ୍କୁ ହତ୍ୟା କରିବା ଏବଂ ଲୋକଙ୍କ ଧନଜୀବନ ନଷ୍ଟ କରି ପୁଲିସକୁ ଚ୍ୟାଲେଞ୍ଜ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe