ଟିଏସ ସିଂହଦେଓ ଓଡ଼ିଶା ପାଇଁ କଂଗ୍ରେସର ସାମୟିକ ପ୍ରଭାରୀ ନିଯୁକ୍ତ

Advertisment
ଟିଏସ ସିଂହଦେଓ ଓଡ଼ିଶା ପାଇଁ କଂଗ୍ରେସର ସାମୟିକ ପ୍ରଭାରୀ ନିଯୁକ୍ତ

ଭୁବନେଶ୍ବର : କଂଗ୍ରେସ ଦଳ ପକ୍ଷରୁ ଟିଏସ ସିଂହଦେଓଙ୍କୁ ସାମୟିକଭାବେ ଓଡ଼ିଶା ପ୍ରଭାରୀ ନିଯୁକ୍ତ କରାଯାଇଛି । ତେବେ ଜିତେନ୍ଦ୍ର ସିଂ ମଧ୍ୟ ଓଡ଼ିଶା ପ୍ରଭାରୀ ବଜାୟ ରହିବେ । ଏ ସଂପର୍କରେ ଏଆଇସିସି ମହାସଚିବ କେସି ଭେନୁଗୋପାଳ ସୂଚନା ଦେଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସିଂଦେଓଙ୍କ ନିଯୁକ୍ତିକୁ ସ୍ବାଗତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe