ଜଗତସିଂହପୁର ପୌରପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ବିଜେଡିର ୧୧ ଓ ୨ ସ୍ବାଧୀନ କାଉନସିଲରଙ୍କ ଅନାସ୍ଥା ପ୍ରସ୍ତାବ

Advertisment

ଜଗତସିଂହପୁର ପୌରପରିଷଦ ବିଜେପି ଉପାଧ୍ୟକ୍ଷଙ୍କ ବିରୋଧରେ ବିଜେଡିର ୧୧ ଓ ୨ ସ୍ବାଧୀନ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାଯାଇଛି। ଜଗତସିଂହପୁର ପୌର ପରିଷଦ ପାରିଷଦଙ୍କ ସଂଖ୍ୟା ୨୧ ରହିଛି।

ଜଗତସିଂହପୁର ପୌରପରିଷଦ ବିଜେପି ଉପାଧ୍ୟକ୍ଷଙ୍କ ବିରୋଧରେ ବିଜେଡିର ୧୧ ଓ ୨ ସ୍ବାଧୀନ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାଯାଇଛି। ଜଗତସିଂହପୁର ପୌର ପରିଷଦ ପାରିଷଦଙ୍କ ସଂଖ୍ୟା ୨୧ ରହିଛି।

cdrf

ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ବିଜେପି ଉପାଧ୍ୟକ୍ଷଙ୍କ ବିରୋଧରେ ବିଜେଡିର ୧୧ ଓ ୨ ସ୍ବାଧୀନ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାଯାଇଛି। ଜଗତସିଂହପୁର ପୌର ପରିଷଦ ପାରିଷଦଙ୍କ ସଂଖ୍ୟା ୨୧ ରହିଛି।

ସୂଚନାଯୋଗ୍ୟ, ବିଜେପିର ରାଜେନ୍ଦ୍ର ବିଶୋଇ ଏବେ ଉପାଧ୍ୟକ୍ଷ ଅଛନ୍ତି। ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିବା ଦୁଇ ସ୍ବାଧୀନ ପାରିଷଦ ବିଜେପି ବିଧାୟକଙ୍କ ସମର୍ଥନରେ ସେ ୨୦୨୨ ପୌର ନିର୍ବାଚନରେ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe