ବିଦ୍ୟୁତ୍ ଆଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ସୋର ବ୍ଲକ ପାଖର ପଞ୍ଚାୟତ ପାଖର ଗ୍ରାମର ଜଣେ ବ୍ୟକ୍ତି ଘରେ ବଲବ ଲଗାଉଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Soro chc

ସୋର: ସୋର ବ୍ଲକ ପାଖର ପଞ୍ଚାୟତ ପାଖର ଗ୍ରାମର ଜଣେ ବ୍ୟକ୍ତି ଘରେ ବଲବ ଲଗାଉଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୁଚନା ଅନୁସାରେ ଏହି ଗ୍ରାମର ପୂଣ୍ଣଚନ୍ଦ୍ର କର (୫୩) ଗତକାଲି ସଂଧ୍ୟାରେ ବଜାରରୁ ଫେରି ଘରେ ଖରାପ ହୋଇଥିବା ଏକ ବଲବ ଲଗାଉଥିଲେ। ଏହି ସମୟରେ ସେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। 

ସୋର ବ୍ଲକ ପାଖର ପଞ୍ଚାୟତ ପାଖର ଗ୍ରାମର ଜଣେ ବ୍ୟକ୍ତି ଘରେ ବଲବ ଲଗାଉଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୁଚନା ଅନୁସାରେ ଏହି ଗ୍ରାମର ପୂଣ୍ଣଚନ୍ଦ୍ର କର (୫୩) ଗତକାଲି ସଂଧ୍ୟାରେ ବଜାରରୁ ଫେରି ଘରେ ଖରାପ ହୋଇଥିବା ଏକ ବଲବ ଲଗାଉଥିଲେ। ଏହି ସମୟରେ ସେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ।ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe