ବସନ୍ତପୁରର ଧର୍ମପରାୟଣା ମହିଳାଙ୍କ ପରଲୋକ

Advertisment

ଗରଦପୁର- ତେଣ୍ଡାକୁଡ଼ା ପଞ୍ଚାୟତ ବସନ୍ତପୁରର ଧର୍ମପରାୟଣା ମହିଳା ଅମୀୟବାଳା ମହାନ୍ତିଙ୍କର ପରଲୋକ ଘଟିଛି।

ଗରଦପୁର- ତେଣ୍ଡାକୁଡ଼ା ପଞ୍ଚାୟତ ବସନ୍ତପୁରର ଧର୍ମପରାୟଣା ମହିଳା ଅମୀୟବାଳା ମହାନ୍ତିଙ୍କର ପରଲୋକ ଘଟିଛି।

ିମଦମ୍ିମଦମ୍


 ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର -ତେଣ୍ଡାକୁଡା ପଂଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମର ଅମୀୟବାଳା ମହାନ୍ତିଙ୍କର ଆଜି ସକାଳେ  ପରଲୋକ ଘଟିଛି । ୧୯୪୬ ମସିହାରେ ଜନ୍ମିତ ଅମୀୟବାଳା  ତେଣ୍ଡାକୁଡା ନିବାସୀ ଥିଲେ । ଜଣେ ସ୍ନେହବତ୍ସଳା , ପରୋପକାରୀ ଓ ଧର୍ମ ପ୍ରାଣା ଏବଂ ସଂସ୍କୃତି ସଂପନ୍ନା ଗୃହିଣୀ ଥିଲେ । ତାଙ୍କ ପୁତ୍ର ବିଶ୍ଵଦୀପ ମହାନ୍ତି  ପୁରୀ  ସ୍ୱର୍ଗଦ୍ୱାରରେ  ମୁଖଗ୍ନି ଦେଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe